Advertisment

ଭୁବନେଶ୍ୱର ଉପକଣ୍ଠ ପାଣ୍ଡାରାରୁ ଗଡିବ ଦିବ୍ୟଦାରୁ

ଭୁବନେଶ୍ୱର:ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ି ଚାଲିଛି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦାରୁ ଶଗଡ଼ି। ମହାପ୍ରଭୁଙ୍କ ଦିବ୍ୟ ଦାରୁ ଆସି ପହଞ୍ଚିଛି ଭୁବନେଶ୍ୱର ଉପକଣ୍ଠ ପାଣ୍ଡାରାରେ। ପ୍ରତାପନଗରୀରୁ ବାହାରିଥିବା ଦାରୁ ଶଗଡ଼ି ଗତକାଲି ରାତି ୨ଟା ୨୫ ବେଳେ ପାଣ୍ଡରାରେ ପହଞ୍ଚିଥିଲା। ସେଠାରେ ରାତ୍ର ରହଣୀ ପରେ ଆଜି ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦାରୁ ଶଗଡ଼ି। ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ରେ ଯେମିତି ବଡ଼ଦାଣ୍ଡ ପାଲଟିଯାଇଛି ରାଜରାସ୍ତା। ଖରା ଓ ଗୁଳୁଗୁଳିକୁ ଖାତିର […]

ସାଇ ମନ୍ଦିରରୁ ଗଡିବ ଶ୍ରୀ ଜଗନ୍ନାଥଙ୍କ ଦାରୁ

jagantah daru

Advertisment

ଭୁବନେଶ୍ୱର:ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ି ଚାଲିଛି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦାରୁ ଶଗଡ଼ି। ମହାପ୍ରଭୁଙ୍କ ଦିବ୍ୟ ଦାରୁ ଆସି ପହଞ୍ଚିଛି ଭୁବନେଶ୍ୱର ଉପକଣ୍ଠ ପାଣ୍ଡାରାରେ। ପ୍ରତାପନଗରୀରୁ ବାହାରିଥିବା ଦାରୁ ଶଗଡ଼ି ଗତକାଲି ରାତି ୨ଟା ୨୫ ବେଳେ ପାଣ୍ଡରାରେ ପହଞ୍ଚିଥିଲା। ସେଠାରେ ରାତ୍ର ରହଣୀ ପରେ ଆଜି ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦାରୁ ଶଗଡ଼ି। ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ରେ ଯେମିତି ବଡ଼ଦାଣ୍ଡ ପାଲଟିଯାଇଛି ରାଜରାସ୍ତା। ଖରା ଓ ଗୁଳୁଗୁଳିକୁ ଖାତିର ନକରି ହଜାର ହଜାର ଭକ୍ତ ଦାରୁ ଦର୍ଶନ କରିଛନ୍ତି। ଜଗତକର୍ତ୍ତାଙ୍କୁ ପାଖରେ ପାଇ ସମସ୍ତେ କୃତ୍ୟ କୃତ୍ୟ ହୋଇଯାଉଥିବା ଦେଖିବାକୁ ମିଳିଥିଲା । ରାସ୍ତାରେ ରଙ୍ଗେ।ଲି ଓ ଫୁଲ ବିଛାଇ ଦାରୁ ଶଗଡ଼ିକୁ ସ୍ୱାଗତ କରିଛନ୍ତି। ମହାପ୍ରଭୁଙ୍କ ଦାରୁଙ୍କୁ ଅତି ନିକଟରେ ପାଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe