Advertisment

ସ୍କୁଲ ସଭାପତିଙ୍କୁ ପିଟିଲେ ବିଡିଓ!

ମାରିଲେ ଚାପୁଡ଼ା। ଭାଇରାଲ ହେଲା ଭିଡିଓ। ପ୍ରଥମେ କଥା କଟାକଟି। ପରେ ହାତ ଉଠାଉଠି। ଭିଡିଓରେ ଦିଶୁଛି ଗୋଟିଏ। ବିଡିଓ ମହାଶୟ କହୁଛନ୍ତି ଆଉ ଗୋଟିଏ।

author-image
Debendra Prusty

ମାରିଲେ ଚାପୁଡ଼ା। ଭାଇରାଲ ହେଲା ଭିଡିଓ। ପ୍ରଥମେ କଥା କଟାକଟି। ପରେ ହାତ ଉଠାଉଠି। ଭିଡିଓରେ ଦିଶୁଛି ଗୋଟିଏ। ବିଡିଓ ମହାଶୟ କହୁଛନ୍ତି ଆଉ ଗୋଟିଏ।

Advertisment
Odisha Education School Education Violence