Advertisment

ବିୟୁଟି ପାର୍ଲର ଅବସ୍ଥା ଦେଖି ମାଲିକିଆଣୀ ବେହୋସ

ଇଏ ଥିଲା ଆମର ଭାତହାଣ୍ଡି ଆଉ ଡେଲି ରୁଟି। ଶାଶୁଶ୍ୱଶୁରଙ୍କ ମେଡିସିନ, ପିଲାଙ୍କ ପଢ଼ା ଖର୍ଚ୍ଚ ଆଉ ଦୋକାନ ଭଡ଼ା, ପୁଣି ତା ସାଙ୍ଗକୁ ଧାରକରଜ। ଏହି ଦୋକାନରୁ ଯାହା ରୋଜଗାର ହୁଏ, ସେଥିରେ ପରିବାରର ଗୁଜୁରାଣ ମେଣ୍ଟୁଥିଲା। ଏମିତି କହି ଛୋଟ ପିଲାଙ୍କ ଭଳି କାନ୍ଦି କାନ୍ଦି ବେହୋସ ହୋଇ ପଡ଼ିଲେ ବିୟୁଟି ପାର୍ଲର ମାଲିକିଆଣୀ।

author-image
Debendra Prusty

Fire Accident Beauty Parlour