ଆମେ ଖାଇବାକୁ ପାଉନୁ; ରାସ୍ତାକୁ ଓହ୍ଲାଇଲେ ବ୍ୟୁଟିପାର୍ଲର, ସ୍ପା’ ମାଲିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଖାଇବାକୁ ପାଉନାହୁଁ, କର୍ମଚାରୀମାନେ ଘର ଭଡ଼ା ଦେଇପାରୁ ନାହାନ୍ତି, ପିଲାମାନଙ୍କୁ ପଢ଼ାଇ ପାରୁନାହାନ୍ତି। ଏମିତି ପୂଳା ପୂଳା ଅଭିଯୋଗ ନେଇ ରାସ୍ତାକୁ ଓହ୍ଲାଇଥିଲେ ବ୍ୟୁଟିପାର୍ଲର ଓ ସ୍ପା ମାଲିକ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ଦାବିପତ୍ର। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ବ୍ୟୁଟିପାର୍ଲର ଓ ସ୍ପା’ ଖୋଲିବାକୁ ଅନୁମତି ଦିଆଯାଉ ବୋଲି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ବ୍ୟୁଟିପାର୍ଲର ଓ ସ୍ପା ଖୋଲିବା ଦାବିରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ନିକଟରେ ବ୍ୟୁଟିପାର୍ଲର ସଂଘ […]

Beauty Parlour Owners

Beauty Parlour Owners

Manoranjan Sial
  • Published: Thursday, 01 July 2021
  • Updated: 01 July 2021, 06:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଖାଇବାକୁ ପାଉନାହୁଁ, କର୍ମଚାରୀମାନେ ଘର ଭଡ଼ା ଦେଇପାରୁ ନାହାନ୍ତି, ପିଲାମାନଙ୍କୁ ପଢ଼ାଇ ପାରୁନାହାନ୍ତି। ଏମିତି ପୂଳା ପୂଳା ଅଭିଯୋଗ ନେଇ ରାସ୍ତାକୁ ଓହ୍ଲାଇଥିଲେ ବ୍ୟୁଟିପାର୍ଲର ଓ ସ୍ପା ମାଲିକ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ଦାବିପତ୍ର। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ବ୍ୟୁଟିପାର୍ଲର ଓ ସ୍ପା’ ଖୋଲିବାକୁ ଅନୁମତି ଦିଆଯାଉ ବୋଲି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।

ବ୍ୟୁଟିପାର୍ଲର ଓ ସ୍ପା ଖୋଲିବା ଦାବିରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ନିକଟରେ ବ୍ୟୁଟିପାର୍ଲର ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି। ବ୍ୟୁଟିସିଆନ୍‌ ଓ ସ୍ପା’ ମାଲିକମାନେ ପ୍ଲାକାର୍ଡ ଧରି ସେଲୁନ୍‌ ଖୋଲିବାକୁ ସରକାରଙ୍କୁ ଗୁହାରି କରିଛନ୍ତି। ୨ ମାସ ଧରି ସ୍ପା ଓ ବ୍ୟୁଟିପାର୍ଲର ବନ୍ଦ ଯୋଗୁ ମାଲିକ ଓ କର୍ମଚାରୀମାନେ ବହୁ ଅସୁବିଧାରେ ଅଛନ୍ତି। ତେଣୁ ସରକାର କିଛି ସର୍ତ୍ତ ରଖି ଖୋଲିବା ପାଇଁ ଅନୁମତି ଦିଅନ୍ତୁ ବୋଲି ସଂଘ ଦାବି କହିଛି।

[caption id="attachment_655411" align="aligncenter" width="650"]Beauty Parlour Owners ପ୍ରତିବାଦ କରୁଛି ବ୍ୟୁଟିପାର୍ଲର ମାଲିକ ସଂଘ[/caption]

ସେଲୁନ ମାଲିକାଣୀ ଲୋପାମୁଦ୍ରା ପ୍ରଧାନ କହିଛନ୍ତି-“ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ଆମକୁ ସେଲୁନ ଖୋଲିବାକୁ ଅନୁମତି ଦିଅନ୍ତୁ। ସେଲୁନ୍‌ ଦୁଇ ମାସ ଧରି ବନ୍ଦ ଯୋଗୁ କର୍ମଚାରୀମାନେ ନାନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ୫୦ ହଜାର କର୍ମଚାରୀଙ୍କ ଦୁଃଖ ଓ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ଖାଇବା ପାଇଁ ଦୁଇ ଓଳି ପାଉନାହାନ୍ତି। ସେମାନଙ୍କ ଘରେ ଥିବା ବରିଷ୍ଠ ନାଗରିକଙ୍କ ପାଇଁ ଔଷଧ କିଣିପାରୁ ନାହାନ୍ତି। ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ, ପ୍ରପର ଗାଇଡ୍‌ଲାଇନ୍‌ ଅନୁସାରେ ସେଲୁନ୍‌କୁ ଖୋଲିବାକୁ ଅନୁମତି ଦିଆଯାଉ।

ସେ ଆହୁରି କହିଛନ୍ତି-“ସେଲୁନ୍‌ରେ କାମ କରୁଥିବା କର୍ମଚାରୀମାନେ ସ୍କିଲ୍‌ଡ୍‌ ଲେବର। କରୋନା ବେଳେ ଯଦି ଲେବରମାନଙ୍କୁ କାମ କରିବାକୁ ଅନୁମତି ଦିଆଯାଉଛି, ତାହାହେଲେ ଆମ କର୍ମଚାରୀଙ୍କ କଣ ପାଇଁ ନୁହେଁ? ଆମ ସେଲୁନ୍‌ରେ କାମ କରୁଥିବା ସବୁ କର୍ମଚାରମାନେ ଟିକା ନେଇଛନ୍ତି। ଆମେ ଟିକା ନେଇଥିବା ବ୍ୟକ୍ତିଙ୍କୁ ସେଲୁନ୍‌ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବୁ। ୫୦% ଗ୍ରାହକଙ୍କୁ ଅନୁମତି ଦେବୁ। ସାମାଜିକ ଦୂରତା ବଜାୟ ରଖିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story