Advertisment

ଭିକାରୀ ମାଗୁଛି ପୁରସ୍କାର!

ରାଜ୍ୟର ସାହିତ୍ୟିକ ପାଣିପାଗ ଆଉ କିଛି ଠିକ୍ ନାହିଁ। ଯଦି ସବୁ ଅଞ୍ଚଳର ଭାଷାକୁ ଗୁରୁତ୍ୱ ଦିଆଯା’ନ୍ତା ତାହେଲେ ଓଡ଼ିଆ ଭାଷା ଆହୁରି ସମୃଦ୍ଧ ହୋଇପାରନ୍ତା। ସାହିତ୍ୟିକମାନେ ପୁରସ୍କାର ପାଇଁ ଆବେଦନ କରିବା ବଦଳରେ ଯଦି ସେମାନଙ୍କୁ ଚୟନ କରାଯାଆନ୍ତା ତାହେଲେ ଭିକମଗା ଅବସ୍ଥା ହୁଅନ୍ତା ନାହିଁ। ଶୁଣନ୍ତୁ ଖାସ କଥାରେ ଆଉ କଣ କହିଛନ୍ତି ଅସିତ ମହାନ୍ତି।

author-image
Debendra Prusty

Odia Language Literature Awards Odisha