‘ମୋତେ ୧୦ ହଜାର ଦିଅ, ଅନ୍ୟମାନଙ୍କର ଭାଗ ଅଛି’

ରାୟଗଡ଼ (ମନୋଜ ପାତ୍ର): ପ୍ରସବକାଳୀନ ଛୁଟିର ଦରମା କରାଇ ଦେବାକୁ ମଗାଯାଉଥିଲା ଲାଞ୍ଚ। ଯାହାର ଅଡିଓ ଭାଇରାଲ୍‌ ହୋଇଛି। ଏପରି ଅଭିଯୋଗ ରାୟଗଡ଼ା ଜିଲ୍ଲାରୁ ଆସିଛି। ଶିକ୍ଷୟିତ୍ରୀ ଓ ଲାଞ୍ଚ ମାଗୁଥିବା କିରାଣୀଙ୍କ ଅଡିଓ ଭାଇରାଲ ହେବା ପରେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ସତ୍ୟାସତ୍ୟ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ କହିଛନ୍ତି। କୋଲନରା ବ୍ଲକ୍‌ ଭାଗୁଡି ବିଦ୍ୟାଳୟର ଶିକ୍ଷୟିତ୍ରୀ ହେଉଛନ୍ତି ଜ୍ୟୋତିର୍ମୟୀ ମଲ୍ଲିକ। ସେ […]

adio-viral

adio-viral

Manoranjan Sial
  • Published: Tuesday, 25 August 2020
  • Updated: 25 August 2020, 06:21 PM IST

Sports

Latest News

ରାୟଗଡ଼ (ମନୋଜ ପାତ୍ର): ପ୍ରସବକାଳୀନ ଛୁଟିର ଦରମା କରାଇ ଦେବାକୁ ମଗାଯାଉଥିଲା ଲାଞ୍ଚ। ଯାହାର ଅଡିଓ ଭାଇରାଲ୍‌ ହୋଇଛି। ଏପରି ଅଭିଯୋଗ ରାୟଗଡ଼ା ଜିଲ୍ଲାରୁ ଆସିଛି। ଶିକ୍ଷୟିତ୍ରୀ ଓ ଲାଞ୍ଚ ମାଗୁଥିବା କିରାଣୀଙ୍କ ଅଡିଓ ଭାଇରାଲ ହେବା ପରେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ସତ୍ୟାସତ୍ୟ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ କହିଛନ୍ତି।

କୋଲନରା ବ୍ଲକ୍‌ ଭାଗୁଡି ବିଦ୍ୟାଳୟର ଶିକ୍ଷୟିତ୍ରୀ ହେଉଛନ୍ତି ଜ୍ୟୋତିର୍ମୟୀ ମଲ୍ଲିକ। ସେ ପ୍ରସବକାଳୀନ ୩ ମାସ ଛୁଟିରେ ରହିଥିଲେ। ଛୁଟିରୁ ଆସିବା ପରେ ତାଙ୍କର ବକେୟା ଦରମା କରାଇଦେବା ପାଇଁ ବିଇଓଙ୍କ ଅଫିସରେ ଆବେଦନ କରିଥିଲେ। ହେଲେ ବକେୟା ଦରମା ମିଳୁନଥିଲା। ଏଥିପାଇଁ ବିଇଓ ଅଫିସ୍‌ର ଜଣେ ମହିଳା କିରାଣୀ ତାଙ୍କୁ ଫୋନ୍‌‌ କରି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଶିକ୍ଷୟିତ୍ରୀ ଜଣକ ଲାଞ୍ଚ ଟଙ୍କା ଦେବାକୁ ଅକ୍ଷମ ବୋଲି କହିଥିଲେ। ହେଲେ ସଂପୃକ୍ତ କିରାଣୀ ଜଣକ ଶିକ୍ଷୟିତ୍ରୀଙ୍କ କଥା ଶୁଣିନଥିଲେ। ଯାହାର ଅଡିଓ ଏବେ ଭାଇରାଲ ହୋଇଛି। ଏହି ଅଡିଓ ବାର୍ତ୍ତା ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି।

ଭାଇରାଲ୍‌ ଅଡିଓରେ ଶିକ୍ଷକଙ୍କଠାରୁ ଆଦାୟ ହେଉଥିବା ଟଙ୍କା ଡିଇଓଙ୍କଠାରୁ ଆରମ୍ଭ କରି ବଡ଼ବଡ଼ ଅଧିକାରୀଙ୍କ ନିକଟକୁ ଯାଉଥିବା କୁହାଯାଇଛି। ଏପରିକି ବିଇଓଙ୍କୁ ଅଧାକଥା ଜଣାନଥିବା କୁହାଯାଉଛି। ଫାଇଲ୍‌ କୁଆଡେ ଯାଉଛି ବିଇଓ କିଛି ଜାଣୁନାହାନ୍ତି। ଆମେ ସବୁକରୁ ସେ (ବିଇଓ) କେବଳ ସାଇନ‌ ମାରୁଥିବା ଅଡିଓରେ ଶୁଣିବାକୁ ମିଳୁଛି।

ଅଡିଓ ଭାଇରାଲ‍୍‌ ହେବା ପରେ ବ୍ଲକ ଶିକ୍ଷାଧିକାରୀ ଅଭିଯୋଗକାରୀ ଶିକ୍ଷୟିତ୍ରୀ ଓ ଲାଞ୍ଚ ମାଗୁଥିବା କିରାଣୀଙ୍କୁ ଡାକି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଦରମା ପାଇଁ ବାରମ୍ୱାର ଅଫିସ‍୍‌ ଯାଇ ନିରାଶ ହେବା ପରେ ବାଧ୍ୟ ହୋଇ କିରାଣୀଙ୍କ ସହ କଥା ହେବାର ଏହି ଭିଡିଓ ଭାଇରାଲ କରିଥିବା ଶିକ୍ଷୟିତ୍ରୀ ମାନିଛନ୍ତି। ଶିକ୍ଷୟିତ୍ରୀଙ୍କ ଏପରି ଆରୋପକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ କିରାଣୀ। ଲାଞ୍ଚ ନେବାକୁ ବାଧ୍ୟ କରାଯାଇଥିଲା ବୋଲି ସେ କହିଛନ୍ତି। ଏପରିକି ଭାଇରାଲ୍‌ ଅଡିଓଟି ତିଆରି କରାଯାଇଛି ବୋଲି କହିଛନ୍ତି କିରାଣୀ।

ଅନ୍ୟପଟେ ଲାଂଚ ଦେବାନେବା ଘଟଣାର ତାଙ୍କର କୌଣସି ଭୂମିକା ନଥିବା ବେଳେ ଏହାର ତଦନ୍ତ କରାଯାଇ ଉଚ୍ଚ କତ୍ତୃର୍ପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି ବିଇଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story