Accident
Advertisment
ଭୁବନେଶ୍ୱର: ବେପରୁଆ ଗାଡ଼ି ଚାଳନା କରୁଥିବା ବ୍ୟକ୍ତି ସାବଧାନ। ଏପରି କଲେ ଏଣିକି ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ ଓ ସଂପୃକ୍ତ ଗାଡିର ଫିଟ୍ନେସ୍ ସାର୍ଟିଫିକେଟ୍ ବାତିଲ ହେବ। ତା ସହିତ ଗାଡ଼ିର ରୁଟ୍ ପର୍ମିଟ୍ ବାତିଲ୍ କରାଯିବ ଓ ଗାଡ଼ି ମାଲିକଙ୍କୁ ସୋ-କଜ୍ ନୋଟିସ୍ ଜାରି ହେବ। ଏନେଇ ସକୁର୍ଲାର ଜାରି କରିଛି ପରିବହନ ବିଭାଗ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/Accident.jpg)