୮ଵର୍ଷର ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇଲେ ୨୪ ବିଧାୟକ

ଭୁବନେଶ୍ଵର (ଓଡ଼ିଶା ରପୋର୍ଟର): ରାଜ୍ୟର ୨୪ଜଣ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଆଜି ବିଧାନସଭା ପକ୍ଷରୁ ବିଭିନ୍ନ ଵର୍ଗରେ ଶ୍ରେଷ୍ଠ ଵିଧାୟକ ଭାବେ ସମ୍ମାନିତ କରାଯାଇଛି। ବିଧାନସଭା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଧାୟକମାନଙ୍କୁ ଉପଢୌକନ ଓ ଅର୍ଥ ରାଶି ଦେଇ ସମ୍ମାନିତ କରିଥିଲେ। ବିଧାନସଭା ପକ୍ଷରୁ ପୂର୍ବତନ ଓ ବର୍ତ୍ତମାନର ବିଧାୟକମାନଙ୍କୁ ସେମାନଙ୍କ ଉଲ୍ଳେଖନୀୟ କାର୍ଯ୍ୟ ଓ ଯୋଗଦାନ ପାଇଁ ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ, ୮ ବର୍ଷର ପଣ୍ଡିତ […]

Odisha-Assembly-5-1

Odisha-Assembly-5-1

Sampad Mahapatra
  • Published: Friday, 24 August 2018
  • Updated: 24 August 2018, 12:41 PM IST

Sports

Latest News

ଭୁବନେଶ୍ଵର (ଓଡ଼ିଶା ରପୋର୍ଟର): ରାଜ୍ୟର ୨୪ଜଣ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଆଜି ବିଧାନସଭା ପକ୍ଷରୁ ବିଭିନ୍ନ ଵର୍ଗରେ ଶ୍ରେଷ୍ଠ ଵିଧାୟକ ଭାବେ ସମ୍ମାନିତ କରାଯାଇଛି। ବିଧାନସଭା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଧାୟକମାନଙ୍କୁ ଉପଢୌକନ ଓ ଅର୍ଥ ରାଶି ଦେଇ ସମ୍ମାନିତ କରିଥିଲେ।

ବିଧାନସଭା ପକ୍ଷରୁ ପୂର୍ବତନ ଓ ବର୍ତ୍ତମାନର ବିଧାୟକମାନଙ୍କୁ ସେମାନଙ୍କ ଉଲ୍ଳେଖନୀୟ କାର୍ଯ୍ୟ ଓ ଯୋଗଦାନ ପାଇଁ ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ, ୮ ବର୍ଷର ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ," ଆପଣମାନେ କ୍ଷମତାକୁ କ୍ଷମତା ଭଳି ଦେଖନ୍ତୁ ନାହିଁ, ବରଂ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣନ୍ତୁ। ଯଦି ଆପଣ ଲୋକଙ୍କୁ ଭଲପାଇବେ, ତାହେଲେ କେଉଁ ପଦରେ ଅଛନ୍ତି ନ ଦେଖି, ଲୋକଙ୍କ ସେବା କରିବେ। ଯଦି ଲୋକଙ୍କୁ ଭଲ ନପାଇବେ ତେବେ କ୍ଷମତା,ଧନ, ପଦଵୀ ମୂଲ୍ୟହୀନ।"

ଯୁବବର୍ଗ ଅଧିକ ସଂଖ୍ୟାରେ ରାଜନୀତି କ୍ଷେତ୍ରକୁ ଆସିବାକୁ ସେ ଆହ୍ଵାନ ଦେଇଥିଲେ।

ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏକକାଳୀନ ୮ବର୍ଷର ସମ୍ମାନ ପ୍ରଦାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ଏଭଳି ପୁରସ୍କାର ପ୍ରଦାନକୁ ସ୍ବାଗତ କରିଥିଲେ ମଧ୍ୟ ବିଧାନସଭା ପ୍ରତିବର୍ଷ ପୁରସ୍କାର ପ୍ରଦାନ କରିବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ବିଷ୍ଣୁ ଚରଣ ଦାସ (୨୦୦୯), ଅରୁଣ କୁମାର ସାହୁ (୨୦୧୦), ପ୍ରଭାତ କୁମାର ବିଶ୍ୱାଳ (୨୦୧୧), ପ୍ରଫୁଲ୍ଲ ମାଝୀ (୨୦୧୨), ଅମର ପ୍ରସାଦ ଶତପଥୀ (୨୦୧୩), ପ୍ରମିଳା ମଲ୍ଲିକ (୨୦୧୪), ରଣେନ୍ଦ୍ର ପ୍ରତାପ ସ୍ୱାଇଁ (୨୦୧୫) ଓ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ (୨୦୧୬)ଙ୍କୁ ସମ୍ମାନିତ କରିଥିଲେ। ତେବେ ବିଧାୟକ ପ୍ରଭାତ ବିଶ୍ବାଳ ଅନୁପସ୍ଥିତ ଥିଲେ। ଏହି ବିଧାୟକମାନଙ୍କୁ ଉତ୍ତରୀୟ, ଉପଢୌକନସହ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ସେହିପରି ଉତ୍କଳଗୌରବ ମଧୁସୂଦନ ଦାସ ସମ୍ମାନରେ ସୁରେନ୍ଦ୍ର ନାଥ ନାୟକ (୨୦୦୯), ବିମ୍ବାଧର କୁଅଁର (୨୦୧୦), ନିତ୍ୟାନନ୍ଦ ପ୍ରଧାନ (୨୦୧୧), ଉମେଶ ଚନ୍ଦ୍ର ସ୍ୱାଇଁ (୨୦୧୨), ବିକ୍ରମ କେଶରୀ ବର୍ମା (୨୦୧୩), ରାଜେନ୍ଦ୍ର ଢୋଲକିଆ (୨୦୧୪), ସୁରେନ୍ଦ୍ରନାଥ ପରମାଣିକ (୨୦୧୫) ଓ ଚକ୍ରଧର ପାଇକ (୨୦୧୬)ଙ୍କୁ ସମ୍ମାନିତ କରିଥିଲେ । ଏହି ବିଧାୟକମାନଙ୍କୁ ଉତ୍ତରୀୟ, ଉପଢୌକନ ସହ ୭୫ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ଉତ୍କଳମଣି ଗୋପବନ୍ଧୁ ଦାସ ସମ୍ମାନରେ ସଞ୍ଜୟ ଦାସବର୍ମା (୨୦୦୯), ପ୍ରୀତିରଞ୍ଜନ ଘଡ଼େଇ (୨୦୧୦), ସମୀର ରଞ୍ଜନ ଦାଶ (୨୦୧୧), ପ୍ରଶାନ୍ତ କୁମାର ମୁଦୁଲି (୨୦୧୨), ବିଜୟ କୁମାର ମହାନ୍ତି (୨୦୧୩), ରାସେଶ୍ୱରୀ ପାଣିଗ୍ରାହୀ (୨୦୧୪), ଦିବ୍ୟଶଙ୍କର ମିଶ୍ର (୨୦୧୫) ଓ ପ୍ରଦୀପ ପୁରୋହିତ (୨୦୧୬)ଙ୍କୁ  ସମ୍ମାନିତ କରିଥିଲେ। ଏହି ବିଧାୟକମାନଙ୍କୁ ଉତ୍ତରୀୟ, ଉପଢୌକନ ସହ ୫୦ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ଏହି ଅବସରରେ ଜୁରୀ ସଦସ୍ୟ ତଥା 'ପ୍ରମେୟ' ସଂବାଦପତ୍ରର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ବାଚସ୍ପତି ପ୍ରଦୀପ କୁମାର ଅମାତ, ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସୂଚନାଯୋଗ୍ୟ ଗତ ୯ବର୍ଷ ହେଲା ଏହି ପୁରସ୍କାର ବିଧାନସଭା ପକ୍ଷରୁ ପ୍ରଦାନ କରାଯାଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story