Advertisment

ହୁସିଆର, ରାତିରେ ହେଉଛି କଡ଼ା ଚେକିଂ!

ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ସାବାଡ଼ ଅଭିଯାନ ଆରମ୍ଭ କରିଛି ପରିବହନ ବିଭାଗ। ଟ୍ରାନ୍ସପୋର୍ଟ କମିଶନରଙ୍କ ନିର୍ଦେଶ କ୍ରମେ ଅନୁଗୋଳ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ। ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଏହି ଚେକିଂ ଚାଲିବ।ଏହି ସ୍ପେସିଆଲ ଡ୍ରାଇଭ ୩ ଦିନ ଧରି ଚାଲିବ।

author-image
Debendra Prusty

ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ସାବାଡ଼ ଅଭିଯାନ ଆରମ୍ଭ କରିଛି ପରିବହନ ବିଭାଗ। ଟ୍ରାନ୍ସପୋର୍ଟ କମିଶନରଙ୍କ ନିର୍ଦେଶ କ୍ରମେ ଅନୁଗୋଳ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ। ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଏହି ଚେକିଂ ଚାଲିବ।ଏହି ସ୍ପେସିଆଲ ଡ୍ରାଇଭ ୩ ଦିନ ଧରି ଚାଲିବ। 

Advertisment
Drunk Driving Police Checking Odisha