Advertisment

କୋଚିଳା ନଦୀର ଦକ୍ଷିଣପାର୍ଶ୍ୱ ବନ୍ଧରୁ ଖସିଲା ୫୦ଫୁଟର ଅତଡ଼ା

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଜେନାସାହି ନିକଟ କୋଚିଳା ନଦୀର ଦକ୍ଷିଣପାର୍ଶ୍ୱ ବନ୍ଧରୁ ୫୦ ଫୁଟର ଅତଡ଼ା ଖସିପଡ଼ିଛି। ଦୁର୍ବଳ ନଦୀବନ୍ଧ ଯୋଗୁଁ ଏହା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି। ଅତଡ଼ା ଖସିବା ପରେ ମରାମତି ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।  ଜଳସେଚନ ବିଭାଗ ପକ୍ଷରୁ  ବାଲିବସ୍ତା ଦେଇ ବନ୍ଧକୁ ରକ୍ଷା କରିବା ପାଇଁ ଉଦ୍ୟମ କରାଯାଉଛି। ଅନ୍ୟପଟେ ବନ୍ଧ ଭୁଶୁଡିବା ପରେ  ପାଖାପାଖି ଅଞ୍ଚଳରେ ଥିବା ଲୋକେ ଅତଙ୍କିତ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe