ଜଳିଗଲା ୪ ବସ୍‌, ଗୋଟିଏ କାର୍‌

ଭଦ୍ରକ (ପାର୍ଥ ସାରଥୀ ନାୟକ): ଗ୍ୟାରେଜ୍‌ରେ ଲାଗି ଗଲା ନିଆଁ। ଆଉ ଦେଖୁ ଦେଖୁ ଜଳିଗଲା ୪ଟି ବସ୍‌। ତା’ ସାଙ୍ଗରେ ଗୋଟିଏ ସ୍କୋର୍ପିଓ ଓ କ୍ୟାବିନ୍ ବି ପୋଡ଼ି ଗଲା। ଭଦ୍ରକ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଭଦ୍ରକ ଜିଲ୍ଲା୧୬ ନଂ ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକ ନିକଟରେ ଥିବା ହରିଶଙ୍କର ଗ୍ୟାରେଜରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ। ଏହି ସମୟରେ ବସ୍‌ ଭିତରେ କିଛି କର୍ମଚାରୀ ଶୋଇଥିଲେ। ନିଆଁ ଲାଗିବା […]

fire

fire

Niharika Rout
  • Published: Wednesday, 10 February 2021
  • Updated: 10 February 2021, 07:55 AM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ଗ୍ୟାରେଜ୍‌ରେ ଲାଗି ଗଲା ନିଆଁ। ଆଉ ଦେଖୁ ଦେଖୁ ଜଳିଗଲା ୪ଟି ବସ୍‌। ତା’ ସାଙ୍ଗରେ ଗୋଟିଏ ସ୍କୋର୍ପିଓ ଓ କ୍ୟାବିନ୍ ବି ପୋଡ଼ି ଗଲା। ଭଦ୍ରକ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା।

ଭଦ୍ରକ ଜିଲ୍ଲା୧୬ ନଂ ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକ ନିକଟରେ ଥିବା ହରିଶଙ୍କର ଗ୍ୟାରେଜରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ।

ଏହି ସମୟରେ ବସ୍‌ ଭିତରେ କିଛି କର୍ମଚାରୀ ଶୋଇଥିଲେ। ନିଆଁ ଲାଗିବା ଦେଖି ଜୀବନ ବିକଳରେ ସେମାନେ ବାହାରକୁ ଦୌଡ଼ି ପଳାଇଥିଲେ ଓ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅନ୍ୟପକ୍ଷରେ ବସ୍‌ ଗୁଡ଼ିକରେ ନିଆଁ ଲାଗି ଯାଇଥିବା ଦେଖି କିଛି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ପହଞ୍ଚି ଥିଲା ଓ  ନିଆଁ ଲିଭା କାର୍ଯ୍ୟରେ ଲାଗି ପଡ଼ିଥିଲା। ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ। ମାତ୍ର ସେତେବେଳକୁ ୪ଟି ଯାକ ବସ୍‌ ସହିତ ଗୋଟିଏ ସ୍କୋର୍ପିଓ ଏବଂ ଗୋଟିଏ କ୍ୟାବିନ୍ ପୋଡ଼ି ପାଉଁଶ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story