ପୁଅର ଶେଷ ଚିଠି- ବାପା ଏ ୨ ଜଣଙ୍କୁ ଛାଡ଼ିବନି, ଏମିତି କଷ୍ଟ ଦେବ ...

ଭଦ୍ରକ (ପାର୍ଥ ସାରଥୀ ନାୟକ): ‘ଯାହାକୁ ନିଜର ଭାବିଲି, ସିଏ ହିଁ ବିଶ୍ୱାସଘାତକ ସାଜିଲା। ଯାହା ହାତ ଧରି ସାରା ଜୀବନ ବାଟ ଚାଲିବି ବୋଲି ଭାବିଥିଲି ସିଏ ମୋ ହାତ ଛାଡ଼ି, ଜଗନର ହୋଇଗଲା। ଜଗନକୁ ନିଜ ସାଙ୍ଗଠୁ ଅଧିକ ବୋଲି ଭାବିଥିଲି, ହେଲେ ସେ ବି ମୋ ବିଶ୍ୱାସରେ ବିଷ ଦେଲା। କେତେ ନିନ୍ଦା-ଅପବାଦ ସହିବି, ମୁଁ ଥକି ପଡ଼ିଛି। ମୋର ନିଜର ବୋଲି କେହି ନାହାନ୍ତି। ଜଗନ ଆଉ ମୋ ପ୍ରେମିକା ମିଶି […]

image

image

Niharika Rout
  • Published: Saturday, 16 April 2022
  • Updated: 16 April 2022, 01:28 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ‘ଯାହାକୁ ନିଜର ଭାବିଲି, ସିଏ ହିଁ ବିଶ୍ୱାସଘାତକ ସାଜିଲା। ଯାହା ହାତ ଧରି ସାରା ଜୀବନ ବାଟ ଚାଲିବି ବୋଲି ଭାବିଥିଲି ସିଏ ମୋ ହାତ ଛାଡ଼ି, ଜଗନର ହୋଇଗଲା। ଜଗନକୁ ନିଜ ସାଙ୍ଗଠୁ ଅଧିକ ବୋଲି ଭାବିଥିଲି, ହେଲେ ସେ ବି ମୋ ବିଶ୍ୱାସରେ ବିଷ ଦେଲା। କେତେ ନିନ୍ଦା-ଅପବାଦ ସହିବି, ମୁଁ ଥକି ପଡ଼ିଛି। ମୋର ନିଜର ବୋଲି କେହି ନାହାନ୍ତି। ଜଗନ ଆଉ ମୋ ପ୍ରେମିକା ମିଶି ମୋତେ ମରିବାକୁ ବାଧ୍ୟ କରିଛନ୍ତି। ବାପା ଏ ଦୁଇ ଜଣକୁ ଛାଡ଼ିବନି। ଏମିତି କଷ୍ଟ ଦେବ, ଯେମିତି ଆଉ ଥରେ ଏମିତି କରିବାକୁ ସାହସ କରିବେ ନାହିଁ।’ ଏପରି ଏକ ଚିଠି ଲେଖି ନିଜ ଜୀବନ ହାରିଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ତେନ୍ତୁଳିଗଢ଼ିଆ ଗାଁର ୨୨ ବର୍ଷୀୟ ଯୁବକ ଦିଗବିଜୟ ସ୍ୱାଇଁ।

ଡିପ୍ଲୋମା କରି ଦିଗବିଜୟ ଘରେ ଥିଲେ। ସେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ସେହିପରି ଗାଁର ଜଗନଙ୍କ ସହ ଥିଲା ତାଙ୍କର ଘନିଷ୍ଠ ସମ୍ପର୍କ। ହେଲେ  କିଛି ଦିନ ହେବ ଦିଗବିଜୟ ଚୁପଚାପ ରହୁଥିବା ବେଳେ ପରିବାର ଲୋକଙ୍କୁ ଏହାର କାରଣ କହୁ ନ ଥିଲେ।

ଗତକାଲି ବିଳମ୍ବିତ ରାତିରେ ଦିଗବିଜୟଙ୍କ ଘର କବାଟ ବାଡ଼େଇଥିଲେ ତାଙ୍କ ସାଙ୍ଗ ଜଗନ। ଦିଗବିଜୟ ହ୍ୱାଟସ୍‌ ଆପ୍‌ରେ ଏକ ସୁଇସାଇଡ ନୋଟ ପଠାଇଥିବାରୁ ସେ ଏବେ କେଉଁଠି ବୋଲି ତାଙ୍କ ବଡ଼ବାପାଙ୍କୁ ପଚାରିଥିଲେ ଜଗନ। ଏହା ପରେ ପରିବାର ଲୋକେ ଦିଗବିଜୟଙ୍କ ରୁମ୍‌ କବାଟ ବାଡ଼େଇ ଥିଲେ। କିନ୍ତୁ ସେ କବାଟ ଖୋଲି ନଥିଲେ। ତେଣୁ ପରିବାର ଲୋକେ କବାଟ ଭାଙ୍ଗି ଦେଇଥିଲେ ଓ ସେଠାରେ ଦିଗବିଜୟଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।

ସେଠାରେ ଏକ ଚିଠି ପଡ଼ିଥିବା ବେଳେ ଦିଗବିଜୟଙ୍କ ମୋବାଇଲ ଫୋନ୍‌ ମଧ୍ୟ ଥିଲା। କିନ୍ତୁ ପରେ ଚିଠି ଗାଏବ ହୋଇ ଯାଇଥିବା ବେଳେ ମୋବାଇଲ ଫୋନ୍ ଭଙ୍ଗା ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଲେ ପରିବାର ଲୋକ । ପ୍ରମାଣ ନଷ୍ଟ ନିମନ୍ତେ ଜଗନ ଏପରି କରିଥିବା ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦିଗବିଜୟଙ୍କ ପରିବାର ଲୋକେ । ତେବେ ଜଗନ ମୃତ୍ୟୁ ପୂର୍ବରୁ ନିଜ ଚିଠିକୁ ହ୍ୱାଟସ୍‌ ଆପ୍‌ ଜରିଆରେ ଜଣେ ସାଙ୍ଗଙ୍କ ନିକଟକୁ ପଠାଇଥିବାରୁ ସେଥିରୁ ସ୍ପଷ୍ଟ ହେଉଛି ତାଙ୍କ ମୃତ୍ୟୁ ପଛର କାରଣ।  ପ୍ରେମ ଓ ପ୍ରତାରଣା ପାଇଁ ଦିଗବିଜୟ ଜୀବନ ହାରିଥିବା ଜଣାପଡ଼ିଛି।

ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ଦିଗବିଜୟ ତାଙ୍କ ସାଙ୍ଗଙ୍କ ନିକଟକୁ ପଠାଇଥିବା ହ୍ୱାଟସ୍‌ ଆପ୍‌ ମେସେଜକୁ ମଧ୍ୟ ଯାଞ୍ଚ କରୁଛି ପୁଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story