ବନ୍ୟା ପରେ ବଢ଼ୁଛି ଦୁର୍ଦ୍ଦଶା

ଭଦ୍ରକ(ପାର୍ଥ ସାରଥୀ ନାୟକ):ଲଘୁଚାପ ବର୍ଷାରେ ବୈତରଣୀ ନଦୀରେ ବନ୍ୟା ଆସି ଏହାର ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇଛି । ବୈତରଣୀ ନଦୀର ଜଳସ୍ତର ଉପର ମୁଣ୍ଡରେ କମିବା ସହ ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇଛି । ଯାହା ଫଳରେ ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ବହୁ ପଞ୍ଚାୟତ ଜଳମଗ୍ନ ଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ବନ୍ୟା ଜଳ ଭିତରେ ବୁଡି ରହିଛି । ବହୁ ପଞ୍ଚାୟତକୁ ଯୋଗାଯୋଗ ମଧ୍ୟ […]

690

690

Tapas Behera
  • Published: Saturday, 18 September 2021
  • Updated: 18 September 2021, 05:00 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ):ଲଘୁଚାପ ବର୍ଷାରେ ବୈତରଣୀ ନଦୀରେ ବନ୍ୟା ଆସି ଏହାର ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇଛି । ବୈତରଣୀ ନଦୀର ଜଳସ୍ତର ଉପର ମୁଣ୍ଡରେ କମିବା ସହ ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇଛି । ଯାହା ଫଳରେ ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ବହୁ ପଞ୍ଚାୟତ ଜଳମଗ୍ନ ଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ବନ୍ୟା ଜଳ ଭିତରେ ବୁଡି ରହିଛି । ବହୁ ପଞ୍ଚାୟତକୁ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଛି । ଚାଷ ସହ ବାସ ଉପରେ ଏହାର ପ୍ରଭାବ ପକାଇଛି ।

କଚ୍ଚା ଘର ଭାଙ୍ଗିବା ସହ ଘରେ ପାଣି ପଶି ବହୁ ସମସ୍ୟା ସୃଷ୍ଟି କରିଛି । ସେହିପରି ପାଣି ଟିକେ କମିବା ପରେ  ଲୋକେ ଏବେ ଘର ସଜାଡିବାରେ ଲାଗିଲେଣି । ହେଲେ ଭଙ୍ଗା ଘରକୁ କିପରରି ସଜାଡିବେ ତାକୁ ନେଇ ଲୋକ ଚିନ୍ତାରେ । ଧାମନଗର ବ୍ଲକ ହସନାବାଦ ପଞ୍ଚାୟତର ଅନଳଡିହ ଗାଁର ବୃଦ୍ଧ ଚାରୁଲତାଙ୍କ ଘରେ ପାଣି ୪ଦିନ ରହିବା ଫଳ ଘର ଅଧା ଭଙ୍ଗା ହୋଇଯାଇଛି । କାଦୁଅ ଲିପି ଘର ସଜାଡୁଛନ୍ତି ସିନା କୋହ ତାଙ୍କର କାଦୁଅ ପାଣିରେ ବାରି ହୋଇ ପଡୁଛି । ସେହି  ଗାଁର  ବିଳିସିନି ଘରେ ଅଣ୍ଟେ ପାଣି ହୋଇଯିବା ପରେ ଘରେ ଛାଡି ପରିବାର ସହ ପଡୋଶୀଙ୍କ ଘରେ ରହିଲେ ।

କିନ୍ତୁ ନଦୀର ପ୍ରଖର ସ୍ରୋତରେ ଘରର କାନ୍ଥ ଗଡି ପଡିଛି । ପାଣି ଛାଡିବା ପରେ ଭାଗ୍ୟକୁ ଦୋଷ ଦେଇ ଭଙ୍ଗା କାନ୍ଥ ତଳୁ ଘର କରଣା ଜିନି କାଢିବାରେ ଲାଗି ପଡିଛନ୍ତି । ତେଣୁ ବନ୍ୟା ଆସିବା ଦ୍ୱାରା ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ବ୍ଲକର ବହୁ ସ୍ଥାନରେ ବିଦ୍ୟାଳୟରେ ପାଣି ଭରି ରହିଛି । ପାଣି ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ ସ୍ଥିତିରେ ସୁଧାର ଆସିବାକୁ ହେଲେ ସପ୍ତାହ ଉପରେ ଲାଗିବ । ଯଦି ଆଉ ଗୋଟିଏ ଲଘୁଚାପ ବର୍ଷା ଆରମ୍ଭ ହେଲା ତାହେଲେ ପରିସ୍ଥିତ ଅସମ୍ଭାଳ ହେବା ସହ ପାଠ ପଢାରେ ଡୋର ବନ୍ଧା ହୋଇଯିବ । ବହୁ ବିଳମ୍ବରେ ବିଦ୍ୟାଳୟ ଖୋଲିବା ସହ ପାଠ ମଧ୍ୟ ପଛେଇ ଯାଇଛି । ଏହି ସମୟରେ ବନ୍ୟା ଆସିବା ଦ୍ୱାରା ଘରେ ସବୁଆଡେ ପାଣି । ତେଣୁ ପାଠ ପଢା ଏକରକମର ବନ୍ଦ ।  ବିଦ୍ୟୁତ୍ ସରବାରହ ନଥିବାରୁ ଅନଲାଇନ ମଧ୍ୟ ପାଠ ପଢା ବନ୍ଦ ତେଣୁ ଏହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story