ରାଷ୍ଟ୍ରପତି ପୁରସ୍କାର ପାଇଲେ ସ୍ୱାଧୀନତା ସଂଗ୍ରାମୀ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । କ୍ରାନ୍ତି ଦିବସ ଅବସରରେ ଭଦ୍ରକ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ଅଧିକାରୀ ବାସୁଦେବପୁର ବ୍ଲକ ଆରୁହା ପଞ୍ଚାୟତର ତୁଳମତୁଳା ଗ୍ରାମରେ ପହଞ୍ଚି ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଳମ୍ବରେ ହେଲେ ମଧ୍ୟ ଶ୍ରୀ ରାୟଙ୍କ ପରି ଜଣେ ବୟୋଜ୍ୟେଷ୍ଠ ସଂଗ୍ରାମୀଙ୍କୁ ଏହି ପୁରସ୍କାର ମିଳିଥିବାରୁ କୃତଜ୍ଞତା ଜଣାଇଛନ୍ତି । ତାଙ୍କ ପୁତ୍ର ଆଇନଜୀବୀ ତଥା […]

6hn

6hn

Tapas Behera
  • Published: Wednesday, 11 August 2021
  • Updated: 11 August 2021, 12:01 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । କ୍ରାନ୍ତି ଦିବସ ଅବସରରେ ଭଦ୍ରକ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ଅଧିକାରୀ ବାସୁଦେବପୁର ବ୍ଲକ ଆରୁହା ପଞ୍ଚାୟତର ତୁଳମତୁଳା ଗ୍ରାମରେ ପହଞ୍ଚି ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ବିଳମ୍ବରେ ହେଲେ ମଧ୍ୟ ଶ୍ରୀ ରାୟଙ୍କ ପରି ଜଣେ ବୟୋଜ୍ୟେଷ୍ଠ ସଂଗ୍ରାମୀଙ୍କୁ ଏହି ପୁରସ୍କାର ମିଳିଥିବାରୁ କୃତଜ୍ଞତା ଜଣାଇଛନ୍ତି । ତାଙ୍କ ପୁତ୍ର ଆଇନଜୀବୀ ତଥା ମୋଟେଲଛକସ୍ଥିତ କଳ୍ପନାଦେବୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ମହେଶ ଚନ୍ଦ୍ର ରାୟ ଖୁସିବ୍ୟକ୍ତ କରିବା ସହ ରାଷ୍ଟ୍ରପତିଙ୍କ ନିକଟରେ ନିଜ ପରିବାର ଓ ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସୂଚନା ଅନୁଯାୟୀ ୧୯୨୬ ମସିହାରେ ବାପା ଦ୍ୱାରିକାନାଥ ରାୟ ଓ ମାଆ ପବିତ୍ରା ରାୟଙ୍କ କୋଳରୁ ଜନ୍ମଗହଣ କରିଥିଲେ ସାରଦା ପ୍ରସାଦ ରାୟ । ମାତ୍ର ୧୫ ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ଭାରତଛାଡ ଆନ୍ଦୋଳନରେ ସାମିଲ ହୋଇଥିଲେ । ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଧିନତା ସଂଗ୍ରାମକୁ ତୀବ୍ର କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଇଂରେଜ ସରକାରଙ୍କ ଦ୍ୱାରା ବନ୍ଦୀ ହେବା ପରେ ଶ୍ରୀ ରାୟଙ୍କୁ ବିହାର ଠାରେ ଥିବା ଏକ ଜେଲରେ ରଖା ଯାଇଥିଲା । ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ ଇରମ ମେଳଣ ପଡିଆରେ ହୋଇଥିବା ଗୁଳିକାଣ୍ଡର ସେ ଥିଲେ ଜଣେ ପ୍ରତ୍ୟକ୍ଷଦର୍ଶୀ । ଅଗଷ୍ଟ କ୍ରାନ୍ତି  ଦିବସରେ ଶ୍ରୀ ରାୟଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story