ବିଡିଓଙ୍କ କାର୍ଯ୍ୟାଳୟରେ ଜୀବନ ହାରୁଥିଲେ ଜିଆରଏସ୍‌

ବାସୁଦେବ ପୁର (କିରୀଟି ଦାସ): ବକେୟା ଦରମା ଦାବିରେ କରି ଜଣେ ଜିଆରଏସ୍‌ (ଗ୍ରାମ ରୋଜଗାର ସେବକ) ବିଡିଓଙ୍କ କାର୍ଯ୍ୟାଳୟରେ ନିଜ ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିରାସିନି ଢାଳୁଥିବା ବେଳେ ବ୍ଲକ କର୍ମଚାରୀ ଜିଆରଏସ୍‌ଙ୍କୁ  କାବୁ କରିନେଇଛନ୍ତି। ବାସୁଦେବପୁର ବ୍ଲକ ଗୁଆଗଢିଆ ପଂଚାୟତର ଜିଆରଏସ୍‌ ଉତ୍କଳ ମଲ୍ଲିକ ଦୀର୍ଘ ୧୦ମାସ ହେବ ୪ ଦିନ ଧରି ନିଜର ଦରମା ପାଇନଥିବା ଅଭିଯୋଗ କରିଛନ୍ତି। ବକେୟା ଦରମା ପାଇବା ପାଇଁ ବାରମ୍ୱାର ବିଡିଓଙ୍କୁ କହିବା […]

8nb

8nb

Tapas Behera
  • Published: Thursday, 04 February 2021
  • Updated: 04 February 2021, 02:01 PM IST

Sports

Latest News

ବାସୁଦେବ ପୁର (କିରୀଟି ଦାସ): ବକେୟା ଦରମା ଦାବିରେ କରି ଜଣେ ଜିଆରଏସ୍‌ (ଗ୍ରାମ ରୋଜଗାର ସେବକ) ବିଡିଓଙ୍କ କାର୍ଯ୍ୟାଳୟରେ ନିଜ ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିରାସିନି ଢାଳୁଥିବା ବେଳେ ବ୍ଲକ କର୍ମଚାରୀ ଜିଆରଏସ୍‌ଙ୍କୁ  କାବୁ କରିନେଇଛନ୍ତି। ବାସୁଦେବପୁର ବ୍ଲକ ଗୁଆଗଢିଆ ପଂଚାୟତର ଜିଆରଏସ୍‌ ଉତ୍କଳ ମଲ୍ଲିକ ଦୀର୍ଘ ୧୦ମାସ ହେବ ୪ ଦିନ ଧରି ନିଜର ଦରମା ପାଇନଥିବା ଅଭିଯୋଗ କରିଛନ୍ତି। ବକେୟା ଦରମା ପାଇବା ପାଇଁ ବାରମ୍ୱାର ବିଡିଓଙ୍କୁ କହିବା ସହ ଜିଲ୍ଲା ପ୍ରକଳ୍ପ ନିଦ୍ଦେର୍ଶକଙ୍କୁ ଅବଗତ କରାଇଥିଲେ। ଏଥିରେ କୌଣସି ସୁଫଳ ନମିଳିବାରୁ କିଛି ଦିନ ତଳେ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ଘଟଣା ସମାଧାନ କରାଯିବ ବୋଲି ପ୍ରତିଶୃତି ମିଳିଥିଲେ ବି ଆଜିଯାଏ ତାଙ୍କୁ ଦରମା ମିଳି ନାହିଁ।

ଦୀର୍ଘଦିନ ଧରି ମାନସିକ ନିର୍ଯ୍ୟାତନା ପାଉଥିବା ଜିଆରଏସ୍ ଆଜି ବ୍ଲକର ବିଡିଓଙ୍କ କାର୍ଯ୍ୟାଳୟକୁ ପଶି ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପାଖରେ ଥିବା ବ୍ଲକ କର୍ମଚାରୀ ତାଙ୍କୁ କାବୁକରି ବାହାରକୁ ଆଣିଥିଲେ। ଖବର ପାଇ ପୁଲିସ ପହଞ୍ଚି ସ୍ଥିତି ଅନଧ୍ୟାନ କରିଛନ୍ତି।

ଜିଆରଏସଙ୍କ  ଅଭିଯୋଗ ଅନୁସାରେ, ସେ ଦୀର୍ଘଦିନ ହେବ ବାସୁଦେବପୁର ବ୍ଲକର ଜିଆରଏସ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କୁ ଗୁଆଗଢିଆ  ପଂଚାୟତର ଦାଇତ୍ୱ ମିଳିଛି। ପଂଚାୟତ କାର୍ଯ୍ୟ ସହ କୋଭିଡ ସମୟରେ କାର୍ଯ୍ୟ କରୁଥିଲେ। ହେଲେ ଆଜକୁ ୧୦ମାସ ଆଠଦିନ ହେବ ତାଙ୍କୁ ଦରମା ମିଳୁନି। ଅନ୍ୟ ସହକର୍ମୀ ମାନଙ୍କ ଦରମା ହେଉଥିବା ବେଳେ, ତାଙ୍କର ଦରମା କରାଯାଉନଥିବା ଅଭିଯୋଗ କରିଛନ୍ତି।  କାହିଁକି ଦରମା କରାଯାଉନି ବିଡିଓଙ୍କୁ ବାରମ୍ୱାର ପଚାରିଥିଲେ ବି ସନ୍ତୋଷ ଜନକ ଉତ୍ତର ପାଉନଥିବା କହିଛନ୍ତି। ବାରମ୍ୱାର ବ୍ଲକ କାର୍ଯ୍ୟାଳୟରୁ ଫେରି ଅତିଷ୍ଠ ହେବା ପରେ ଆଜି ଏମିତି ଚରମ ପଦକ୍ଷେପ ନେଇଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story