ସାମ୍ବାଦିକାଙ୍କ ସହ ଶାରୀରିକ ସମ୍ପର୍କ ଓ ପ୍ରତାରଣା କରିବା ଅଭିଯୋଗରେ ଲେଡି ଏସ୍‌ଆଇ ଗିରଫ

ଗତକାଲି ଜଣେ ମହିଳା ତପସ୍ୱିନୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା।

Lady SI PhotoOR

ଅଭିଯୁକ୍ତ ମହିଳା ଏସ୍‌ଆଇ

Niranjan Mishra
  • Published: Sunday, 02 April 2023
  • Updated: 03 April 2023, 03:24 PM IST

ସମଲିଙ୍ଗୀ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମହିଳା ଏସ୍‌ଆଇ ଗିରଫ। ଏହି ମହିଳା ଏସ୍‌ଆଇ ଜଣକ ତପସ୍ୱିନୀ ମହାପାତ୍ର। ସେ ଭଦ୍ରକ ଜିଲ୍ଲା ଚୂଡ଼ାମଣି ମେରାଇନ୍ ଥାନାରେ କାମ କରନ୍ତି। ସେ ସ୍ଥାନୀୟ ୱେବ୍ ଚ୍ୟାନେଲ ଜଣେ ସାମ୍ବାଦିକାଙ୍କୁ ବିବାହ କରିବାକୁ ମିଥ୍ୟ ପ୍ରଲୋଭନ ଦେଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ ଭଦ୍ରକ ଟାଉନ୍ ଥାନା ପୁଲିସ ଘଟଣାର ପ୍ରାଥମିକ ତଦନ୍ତ ପରେ ସତ୍ୟାସତ୍ୟକୁ ଭିତ୍ତି କରି ମହିଳା ଏସ୍‌ଆଇ ତପସ୍ୱିନୀଙ୍କୁ ଗିରଫ କରିଛି।

Also Read

ଏନେଇ ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ କହିଛନ୍ତି, ଗତକାଲି ଜଣେ ମହିଳା ତପସ୍ୱିନୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଥିଲା। ବିବାହର ପ୍ରଲୋଭନ ଦେଇ ଅଭିଯୋଗକାରୀ ମହିଳାଙ୍କ ସହ ତପସ୍ୱିନୀ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ କରିଥିଲେ। ତଦନ୍ତରେ ସତ୍ୟତା ଥିବା ଜାଣିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତ ମହିଳା ବୋଲି ଡାକ୍ତରୀ ମାଇନାରେ ସ୍ପଷ୍ଟ ହୋଇଛି।

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story