ସୁନା ଚେନ୍ ଝାମ୍ପି ଧାଉଁଥିଲା, ଧରି ନିର୍ଧୁମ ଛେଚିଲେ

ଭଦ୍ରକ (ପାର୍ଥ ସାରଥୀ ନାୟକ): ବସ୍ ଯାତ୍ରୀଙ୍କଠୁ ସୁନା ଚେନ୍ ଛଡ଼ାଇ ଦୌଡ଼ି ପଳାଉଥିବା ଲୁଟେରାକୁ ମାଡ଼ି ବସିଲେ ଲୋକେ। ଏହା ପରେ ଲୁଟେରାକୁ ଧରି ଲୋକମାନେ ନିର୍ଧୁମ ଛେଚିଛନ୍ତି। ପ୍ରବଳ ମାଡ଼ ଖାଇ କୌଶଳକ୍ରମେ ଲୁଟେରା ଖସି ପଳାଇବାରେ ସମର୍ଥ ହୋଇଛି। ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ଛକରେ। ସୂଚନାଯୋଗ୍ୟ, ବନ୍ତ ଛକ ନିକଟରେ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ବସ୍ ଯାତ୍ରୀଙ୍କ ଠାରୁ ଯୁବକ ଜଣକ ସୁନା ଚେନ […]

bhadrak

bhadrak

Ranjit Kumar Jena
  • Published: Friday, 09 April 2021
  • Updated: 09 April 2021, 03:55 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ବସ୍ ଯାତ୍ରୀଙ୍କଠୁ ସୁନା ଚେନ୍ ଛଡ଼ାଇ ଦୌଡ଼ି ପଳାଉଥିବା ଲୁଟେରାକୁ ମାଡ଼ି ବସିଲେ ଲୋକେ। ଏହା ପରେ ଲୁଟେରାକୁ ଧରି ଲୋକମାନେ ନିର୍ଧୁମ ଛେଚିଛନ୍ତି। ପ୍ରବଳ ମାଡ଼ ଖାଇ କୌଶଳକ୍ରମେ ଲୁଟେରା ଖସି ପଳାଇବାରେ ସମର୍ଥ ହୋଇଛି। ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ଛକରେ।

ସୂଚନାଯୋଗ୍ୟ, ବନ୍ତ ଛକ ନିକଟରେ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ବସ୍ ଯାତ୍ରୀଙ୍କ ଠାରୁ ଯୁବକ ଜଣକ ସୁନା ଚେନ ଛଡ଼ାଇ ନେଇ ପଳାଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଧରି ନେଇଥିଲେ। ଯାହା ପରେ ଯୁବକକୁ ଲୋକେ ନିର୍ଧୁମ ଛେଚି ଥିଲେ।

ମାଡ଼ ଖାଇବା ପରେ ଯୁବକ ଜଣକ ସୁନା ଚେନ୍ ଫେରାଇ ଦେଇଥିଲେ। ମାଡ଼ ଖାଇ ଲୋକଙ୍କ ହାବୁଡ଼ରୁ ଖସି ଦୌଡ଼ି ପଳାଇଥିଲା ଲୁଟେରା। ସ୍ଥାନୀୟ ଲୋକେ ଗୋଡ଼ାଇଥିଲେ ମଧ୍ୟ ଲୁଟେରା ଖସି ଯାଇଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ଼ ଜମି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story