Advertisment

ସୁନା ଚେନ୍ ଝାମ୍ପି ଧାଉଁଥିଲା, ଧରି ନିର୍ଧୁମ ଛେଚିଲେ

ଭଦ୍ରକ (ପାର୍ଥ ସାରଥୀ ନାୟକ): ବସ୍ ଯାତ୍ରୀଙ୍କଠୁ ସୁନା ଚେନ୍ ଛଡ଼ାଇ ଦୌଡ଼ି ପଳାଉଥିବା ଲୁଟେରାକୁ ମାଡ଼ି ବସିଲେ ଲୋକେ। ଏହା ପରେ ଲୁଟେରାକୁ ଧରି ଲୋକମାନେ ନିର୍ଧୁମ ଛେଚିଛନ୍ତି। ପ୍ରବଳ ମାଡ଼ ଖାଇ କୌଶଳକ୍ରମେ ଲୁଟେରା ଖସି ପଳାଇବାରେ ସମର୍ଥ ହୋଇଛି। ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ଛକରେ। ସୂଚନାଯୋଗ୍ୟ, ବନ୍ତ ଛକ ନିକଟରେ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ବସ୍ ଯାତ୍ରୀଙ୍କ ଠାରୁ ଯୁବକ ଜଣକ ସୁନା ଚେନ […]

ଅଦ୍ୟତନ ହୋଇଛି
ସୁନା ଚେନ୍ ଝାମ୍ପି ଧାଉଁଥିଲା, ଧରି ନିର୍ଧୁମ ଛେଚିଲେ

bhadrak

Advertisment

ଭଦ୍ରକ (ପାର୍ଥ ସାରଥୀ ନାୟକ): ବସ୍ ଯାତ୍ରୀଙ୍କଠୁ ସୁନା ଚେନ୍ ଛଡ଼ାଇ ଦୌଡ଼ି ପଳାଉଥିବା ଲୁଟେରାକୁ ମାଡ଼ି ବସିଲେ ଲୋକେ। ଏହା ପରେ ଲୁଟେରାକୁ ଧରି ଲୋକମାନେ ନିର୍ଧୁମ ଛେଚିଛନ୍ତି। ପ୍ରବଳ ମାଡ଼ ଖାଇ କୌଶଳକ୍ରମେ ଲୁଟେରା ଖସି ପଳାଇବାରେ ସମର୍ଥ ହୋଇଛି। ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ଛକରେ।

Advertisment

ସୂଚନାଯୋଗ୍ୟ, ବନ୍ତ ଛକ ନିକଟରେ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ବସ୍ ଯାତ୍ରୀଙ୍କ ଠାରୁ ଯୁବକ ଜଣକ ସୁନା ଚେନ ଛଡ଼ାଇ ନେଇ ପଳାଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଧରି ନେଇଥିଲେ। ଯାହା ପରେ ଯୁବକକୁ ଲୋକେ ନିର୍ଧୁମ ଛେଚି ଥିଲେ।

ମାଡ଼ ଖାଇବା ପରେ ଯୁବକ ଜଣକ ସୁନା ଚେନ୍ ଫେରାଇ ଦେଇଥିଲେ। ମାଡ଼ ଖାଇ ଲୋକଙ୍କ ହାବୁଡ଼ରୁ ଖସି ଦୌଡ଼ି ପଳାଇଥିଲା ଲୁଟେରା। ସ୍ଥାନୀୟ ଲୋକେ ଗୋଡ଼ାଇଥିଲେ ମଧ୍ୟ ଲୁଟେରା ଖସି ଯାଇଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ଼ ଜମି ଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe