ସାମାନ୍ୟ କଳିରୁ ବୃଦ୍ଧାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଭଦ୍ରକ(ଓଡ଼ିଶା ରିପୋର୍ଟର): ସାମାନ୍ୟ କଳିରୁ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବୃଦ୍ଧାଙ୍କ ସମ୍ପର୍କୀୟ ପୁତୁରାଙ୍କ ଏତଲାକ୍ରମେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯିବା ସହିତ  ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ସୂଚନାମୁତାବକ  କାଁପଡା ପଞ୍ଚାୟତ ଅଧିନ କାଁପଡା ଗାଁର ସ୍ୱର୍ଗତ ମଣି ଦାସଙ୍କ ସ୍ତ୍ରୀ କଟି ଦାସ ଗାଁ ଛାଡି ଦୀର୍ଘ ବର୍ଷ ଧରି ତିହିଡି ସଦର ବଜାରସ୍ଥିତ ହାଟପଟିରେ ରହି ଆସୁଥିଲେ । ଏକ ଝାଟିମାଟି ଘରେ ଜଣେ […]

Murder

Murder

Tapas Behera
  • Published: Thursday, 19 August 2021
  • Updated: 19 August 2021, 04:19 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ସାମାନ୍ୟ କଳିରୁ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବୃଦ୍ଧାଙ୍କ ସମ୍ପର୍କୀୟ ପୁତୁରାଙ୍କ ଏତଲାକ୍ରମେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯିବା ସହିତ  ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ସୂଚନାମୁତାବକ  କାଁପଡା ପଞ୍ଚାୟତ ଅଧିନ କାଁପଡା ଗାଁର ସ୍ୱର୍ଗତ ମଣି ଦାସଙ୍କ ସ୍ତ୍ରୀ କଟି ଦାସ ଗାଁ ଛାଡି ଦୀର୍ଘ ବର୍ଷ ଧରି ତିହିଡି ସଦର ବଜାରସ୍ଥିତ ହାଟପଟିରେ ରହି ଆସୁଥିଲେ । ଏକ ଝାଟିମାଟି ଘରେ ଜଣେ ସମ୍ପର୍କୀୟା ନାବାଳିକା ନାତୁଣୀ ସହିତ ରୁହନ୍ତି ବୃଦ୍ଧା ।

ସେହି ହାଟପଟିରେ ବୃଦ୍ଧାଙ୍କୁ ଘର ନିକଟରେ ରହୁଥିବା କାଳନ୍ଦି ମଲ୍ଲିକ ବିଭିନ୍ନ ସମୟରେ ସାମାନ୍ୟ କଥାକୁ କେନ୍ଦ୍ରକରି ତାଙ୍କ ସହିତ କଳିଝଗଡା କରନ୍ତି । ତେବେ ଘଟଣା ଦିନ କୌଣସି କାରଣରୁ ବୃଦ୍ଧାଙ୍କ ସହିତ କଳି କରିଥିଲେ  କାଳିଆ । ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ ମାରି ତଳେ ପକାଇ ଦେଇଥିଲେ । ପରେ ଘଟଣା ସ୍ଥଳରୁ ଖସି ପଳେଇ ଯାଇଥିଲେ । ଖବର ପାଇ ବୃଦ୍ଧାଙ୍କ ପୁତୁରା ପହଁଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ  ଉଦ୍ଧାର କରି ତିହିଡି ମେଡିକାଲରେ ଭର୍ତ୍ତି କରିଥିଲେ । ମୃତ୍ୟୁ ପୂର୍ବରୁ କାଳିଆ ପିଟି ପିଟି ଦରମରା କରିଥିବା ବୃଦ୍ଧା ତାଙ୍କ ପୁତୁରାଙ୍କୁ ସୂଚନା ଦେଇଥିଲେ । ତେବେ ଚିକିତ୍ସାଧିନ ସମୟରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା।  ଏନେଇ ଥାନାରେ ଏତଲା ଦାୟର ହୋଇଛି । ପୁଲିସ ଏହି ଘଟଣାରେ ତଦନ୍ତ କରିବା ସହିତ ମୁଖ୍ୟ ଅଭିଯୁକ୍ତ କାଳିଆକୁ  ଗିରଫ କରିଥିବା ଜଣାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story