ଦୁର୍ନୀତିର ଗନ୍ଧ : କଂକ୍ରିଟ ରାସ୍ତା ଉପରେ ପୁଣି ରାସ୍ତା ନିର୍ମାଣ

ଭଦ୍ରକ(ପାର୍ଥ ସାରଥୀ ନାୟକ): କଂକ୍ରିଟ ରାସ୍ତା ଉପରେ ପୁଣି ଥରେ ଚଞ୍ଚକତା କରି କଂକ୍ରିଟ ରାସ୍ତ ନିର୍ମାଣ ଚାଲିଛି।  କିନ୍ତୁ ଯେଉଁଠି ରାସ୍ତା ନାହିଁ ସେଠି ରାସ୍ତାର ହେଉନାହିଁ ନିର୍ମାଣ। ଚଞ୍ଚକତା କରି ଭଲ ରାସ୍ତାରେ ପୂନର୍ବାର ରାସ୍ତା ନିର୍ମାଣ କରି ହେଉଛି ବିଲ୍ ପାସ୍ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ପୌରପାଳିକା ବିରୋଧରେ । ଯାହାକୁ  ବିରୋଧ କରି ରାସ୍ତା କାମ ବନ୍ଦ କରିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ […]

6hm1

6hm1

Tapas Behera
  • Published: Sunday, 15 August 2021
  • Updated: 16 August 2021, 10:23 AM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): କଂକ୍ରିଟ ରାସ୍ତା ଉପରେ ପୁଣି ଥରେ ଚଞ୍ଚକତା କରି କଂକ୍ରିଟ ରାସ୍ତ ନିର୍ମାଣ ଚାଲିଛି।  କିନ୍ତୁ ଯେଉଁଠି ରାସ୍ତା ନାହିଁ ସେଠି ରାସ୍ତାର ହେଉନାହିଁ ନିର୍ମାଣ। ଚଞ୍ଚକତା କରି ଭଲ ରାସ୍ତାରେ ପୂନର୍ବାର ରାସ୍ତା ନିର୍ମାଣ କରି ହେଉଛି ବିଲ୍ ପାସ୍ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ପୌରପାଳିକା ବିରୋଧରେ । ଯାହାକୁ  ବିରୋଧ କରି ରାସ୍ତା କାମ ବନ୍ଦ କରିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ପୌରପାଳିକା ୭ ନଂ ୱାର୍ଡ ଅଧିନ ବଙ୍ଗାଳି ସାହିରେ।

ରାଜ୍ୟ ସରକାରଙ୍କ ଠାରୁ ପୌର ନିର୍ବାଚନର ଆଭାସ ପାଇବା ପରେ ଏବେ ସକ୍ରିୟ ହୋଇଛନ୍ତି ପୌରପାଳିକର ଆଶାୟୀ ପ୍ରାର୍ଥୀ । ବିଧାୟକ ଓ ପୌରପାଳିକାର ପ୍ରଶାସନକୁଙ୍କୁ ହାତ ବାରିସି ନିଜ ନିଜ ୱାର୍ଡରେ ଦିନ ରାତି କରୁଛନ୍ତି ବିଭିନ୍ନ କାମ । ନା ଏମାନଙ୍କ କାମକୁ ତଦାରଖ କରୁଛନ୍ତି ବିଭାଗୀୟ ଅଧିକାରୀ ନା ଯନ୍ତ୍ରୀ । ଯେନତେନ ପ୍ରକାରରେ କାମ ସାରିଦେଇ ବିଲ କରି ନେଇଯାଉଛନ୍ତି । ଏଠି କୁଜିନେତା ଓ ବିଭାଗୀୟ ଠିକାଦର ମାଲାମାଲ । ବିଭିନ୍ନ ସମୟରେ ଏହାକୁ ନେଇ ଭଦ୍ରକରେ ଅଶାନ୍ତି ବଢିବାରେ ଲାଗିଛି ।   ଭଦ୍ରକ ପୌରପାଳିକା  ୭ ନମ୍ବର ୱାର୍ଡ଼ର ବଙ୍ଗାଳି ସାହିରେ ଏକ ରାସ୍ତା କାମକୁ ନେଇ ଦେଖାଦେଇଛି  ଏଭଳି ବିବାଦ । ଗ୍ରାମବାସୀଙ୍କ ଅଭିଯୋଗ ବଙ୍ଗାଳିସାହିର ଗୋଟେ ପାର୍ଶ୍ୱରେ ରାସ୍ତା ଅତି ଖରାପ ଥିବା ସତ୍ତ୍ୱେ ଅଭିଯୋଗ ପରେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି ପୌରପାଳିକା କର୍ତ୍ତୁପକ୍ଷ ।

ଅର୍ଥାତ ଗତ ୩ ବର୍ଷ ତଳେ ନିର୍ମାଣ ହୋଇଥିବା ଭଲ କଂକ୍ରିଟ ରାସ୍ତା ଉପରେ ପୁଣିଥରେ ଚାଲିଛି ରାସ୍ତାକାମ । ଏପରିକି ସରକାରୀ ରେକର୍ଡରେ ଜଳାଶୟ ଭାବେ ଚିହ୍ନଟ ସ୍ଥାନରେ ନିର୍ମାଣ ହୋଇଛି କଂକ୍ରିଟ ରାସ୍ତା । ଏହା କିପରି ହେଲା ଯାହାକୁ ନେଇ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଏ ନେଇ ଅଭିଯୋଗ ପରେ ବି କୌଣସି ସୁଫଳ ମିଳି ନଥିବା କହିଛନ୍ତି ଗ୍ରାମବାସୀ । ଶେଷରେ ଭଦ୍ରକ ପୌରପାଳିକାର ଏଭଳି କାର୍ଯ୍ୟକୁ ଆଜି ଘୋର ବିରୋଧ କରି ରାସ୍ତା କାମକୁ ବନ୍ଦ କରିଛନ୍ତି କିଛି ଗ୍ରାମବାସୀ । ପ୍ରଥମେ ଖରାପ ହୋଇପଡ଼ି ଥିବା ରାସ୍ତା ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।

ତେବେ ବଙ୍ଗାଳି ସାହିର ଗୋଟିଏ ପାର୍ଶ୍ୱରେ ରାସ୍ତା ଅବସ୍ଥା ଅତି କଦର୍ଯ୍ୟ ହୋଇଥିବା ବେଳେ ଭଲ ରାସ୍ତା ଉପରେ ରାସ୍ତା ନିର୍ମାଣ ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଅଭିଯୋଗ କରିଛନ୍ତି ପ୍ରାକ୍ତନ କାଉନସିଲର । ଗତ ୩ ବର୍ଷ ତଳେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ଉପରେ କିପରି ପୁନର୍ବାର ରାସ୍ତା ନିର୍ମାଣ କରାଯାଉଛି ? ଏହା କାହା ସ୍ୱାର୍ଥରେ କରାଯାଉଥିବା ସହ ଏପରି ଚଞ୍ଚକତା କାର୍ଯ୍ୟ ଭଦ୍ରକ ପୌରପାଳିକାର ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନଚିହ୍ନ ବୋଲି କହିଛନ୍ତି ପ୍ରାକ୍ତନ କାଉନସିଲର ? ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ଅଭିଯୋଗ ପ୍ରତି ଅବଗତ ଥିବା କହିଛନ୍ତି ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ । ଏହି ଘଟଣାରେ ତୁରନ୍ତ ତଦନ୍ତ କରାଯାଇ ପରବର୍ତ୍ତି ନିଷ୍ପତି ନିଆଯିବ ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story