‘ମୋ ସ୍ୱାମୀଙ୍କୁ ମାରିଦେଲେ, ୫ ଦିନ ହେଲାଣି ଫ୍ରିଜରରେ ରହିଛି ମୃତଦେହ’

ଭଦ୍ରକ(ଓଡ଼ଶା ରିପୋର୍ଟର) ୫ ଦିନ ହେଲା ହରିୟାଣାର ସୋନିପତରେ ପଡ଼ି ରହିଛି ଓଡ଼ିଆ ଯୁବକଙ୍କ ମୃତଦେହ।  ନା ଓଡ଼ିଶା ଅଣାଯାଇ ପାରୁଛି ନା ସେଠାକୁ ପରିବାର ଲୋକ ଯାଇପାରୁଛନ୍ତି ।  ଏତେ ଦିନ ହେଲାଣି ଫ୍ରିଜରରେ ରହିଛି ମୃତଦେହ।  ପରିବାର ଲୋକଙ୍କ ଦ୍ୱାରା ଚିହ୍ନଟ ହୋଇପାରିନଥିବାରୁ ତାର ସତ୍କାର ମଧ୍ୟ କରାଯାଇପାରୁ ନାହିଁ । ଏହା ହେଉଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ବାଂଶବାଗ ଗାଁର ସୁଦର୍ଶନ ମଲ୍ଲିକଙ୍କ ଅବସ୍ଥା ।  ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି, […]

tiop

tiop

Tapas Behera
  • Published: Thursday, 13 May 2021
  • Updated: 13 May 2021, 03:57 PM IST

Sports

Latest News

ଭଦ୍ରକ(ଓଡ଼ଶା ରିପୋର୍ଟର) ୫ ଦିନ ହେଲା ହରିୟାଣାର ସୋନିପତରେ ପଡ଼ି ରହିଛି ଓଡ଼ିଆ ଯୁବକଙ୍କ ମୃତଦେହ।  ନା ଓଡ଼ିଶା ଅଣାଯାଇ ପାରୁଛି ନା ସେଠାକୁ ପରିବାର ଲୋକ ଯାଇପାରୁଛନ୍ତି ।  ଏତେ ଦିନ ହେଲାଣି ଫ୍ରିଜରରେ ରହିଛି ମୃତଦେହ।  ପରିବାର ଲୋକଙ୍କ ଦ୍ୱାରା ଚିହ୍ନଟ ହୋଇପାରିନଥିବାରୁ ତାର ସତ୍କାର ମଧ୍ୟ କରାଯାଇପାରୁ ନାହିଁ ।

ଏହା ହେଉଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ବାଂଶବାଗ ଗାଁର ସୁଦର୍ଶନ ମଲ୍ଲିକଙ୍କ ଅବସ୍ଥା ।  ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି, କାମ ଯୋଗାଇବା ବାହାନାରେ ସେହି ଅଞ୍ଚଳର ନାରାୟଣ ରାଉଳ ସୁଦର୍ଶନଙ୍କୁ ହରିୟାଣା ସୋନିପତର ପୁନ୍ଦିଲକୁ ନେଇଥିଲେ । କରୋନା ବ୍ୟାପିବା ପରେ ନାରାୟଣ ନିଜ ପରିବାର ସହିତ ଉଡ଼ାଜାହାଜରେ ଘରକୁ ଫେରି ଆସିଛନ୍ତି ।

କିନ୍ତୁ ସେଠାରେ ରହିଗଲେ ସୁଦର୍ଶନ । ପରିବାର ଲୋକଙ୍କୁ ଫୋନ୍ କରି ସୁଦର୍ଶନ କହିଥିଲେ ଯେ, ସେ ଅସୁସ୍ଥ ଅଛନ୍ତି । ଗତ ୯ ତାରିଖରେ ସୁଦର୍ଶନଙ୍କ ମୃତ୍ୟୁ ଖବର ଆସିଥିଲା । ଏହା ପରେ ତିହିଡ଼ି ଥାନାରେ ସୁଦର୍ଶନଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି । ଏପରିକି ୧୫ ମାସ ହେଲା ତାଙ୍କୁ ଠିକରେ ଦରମା ଦିଆଯାଉନଥିଲା କି ଘରକୁ ଆସିବାକୁ ମଧ୍ୟ ଛଡ଼ା ଯାଉନଥିଲା ବୋଲି ସୁଦର୍ଶନଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସବୁ କିଛି ଅବଗତ କରାଇଥିଲେ ମଧ୍ୟ ପୁଲିସ ତଦନ୍ତ କରୁନି ବୋଲି ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ସୁଦର୍ଶନଙ୍କ ପତ୍ନୀ। ତାଙ୍କର ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ପରିବାର ଲୋକେ ହରିୟାଣା ଯାଇପାରୁନାହାନ୍ତି କି ଶୁଦ୍ଧିକ୍ରିୟା ମଧ୍ୟ କରାଯାଇପାରୁ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story