ସ୍ୱପ୍ନ ମାରିପାରିନି ଭୂତାଣୁ: ଢ଼ାବା ଚଳାଉଛନ୍ତି ଇଂଜିନିୟରିଂ ବୋହୂ

ଭଦ୍ରକ(ପାର୍ଥସାରଥୀ ନାୟକ): ଉଚ୍ଚଶିକ୍ଷିତା ହୋଇ ଚାକିରି ପଛରେ ନ ଦୌଡ଼ି ଚଳାଉଛନ୍ତି ଢ଼ାବା । ଏମିତି  ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ୧୬ ନଂ ଜାତୀୟ ରାଜପଥର ନଳାଙ୍ଗ ଛକ ନିକଟରେ। ଏହି ଢ଼ାବାରେ ଜଣେ ମହିଳା ଚଳଚଞ୍ଚଳ ରହୁଥିବା ଦେଖାଯାଏ । ଗ୍ରାହକଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଥାଏ ତାଙ୍କର ନଜର। ସମସ୍ତଙ୍କୁ ଶ୍ରଦ୍ଧା ଓ ସମ୍ମାନର ବ୍ୟବହାର ସାଙ୍ଗକୁ ଖାଦ୍ୟର ଭଲମନ୍ଦ ପଚାରି ବୁଝିଥାନ୍ତି । ଏବେ କରୋନା […]

dbb

dbb

Tapas Behera
  • Published: Tuesday, 29 June 2021
  • Updated: 29 June 2021, 06:56 PM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): ଉଚ୍ଚଶିକ୍ଷିତା ହୋଇ ଚାକିରି ପଛରେ ନ ଦୌଡ଼ି ଚଳାଉଛନ୍ତି ଢ଼ାବା । ଏମିତି  ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ୧୬ ନଂ ଜାତୀୟ ରାଜପଥର ନଳାଙ୍ଗ ଛକ ନିକଟରେ। ଏହି ଢ଼ାବାରେ ଜଣେ ମହିଳା ଚଳଚଞ୍ଚଳ ରହୁଥିବା ଦେଖାଯାଏ । ଗ୍ରାହକଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଥାଏ ତାଙ୍କର ନଜର। ସମସ୍ତଙ୍କୁ ଶ୍ରଦ୍ଧା ଓ ସମ୍ମାନର ବ୍ୟବହାର ସାଙ୍ଗକୁ ଖାଦ୍ୟର ଭଲମନ୍ଦ ପଚାରି ବୁଝିଥାନ୍ତି । ଏବେ କରୋନା କାଳରେ ତାଙ୍କର ସାହୁ ଢ଼ାବା କେବଳ ଲୋକମାନଙ୍କୁ ପାର୍ସଲ ମାଧ୍ୟମରେ ଖାଦ୍ୟ ଦିଆଯାଉଛି। ଯେଉଁ ଲୋକମାନେ ଏହି ଢ଼ାବାରୁ ଖାଦ୍ୟ ନେଉଛନ୍ତି ତାଙ୍କ ଖାଦ୍ୟ ବହୁତ ସୁନ୍ଦର ଆଉ ଟେଷ୍ଟି  ବୋଲି କହୁଛନ୍ତି । ଏହି ମହିଳା ଜଣକ ନିଜ ସ୍ୱାମୀ ସହ ମିଶି ଏହି ଢ଼ାବା କରି ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

ଭଦ୍ରକ ଦେଇ ଯାଇ ଥିବା ୧୬  ନମ୍ବର ଜାତୀୟ ରାଜପଥର ଭଦ୍ରକ ନିକଟସ୍ଥ ନଳାଙ୍ଗ ଛକ ନିକଟରେ ରହିଛି ସାହୁ ଢ଼ାବା । ଏହି  ହୋଟେଲ ବା ଢ଼ାବାକୁ ଚଳାଉଛନ୍ତି ବିଭୁତିପୁର ଅଂଚଳର ବି-ଟେକ (ସିଭିଲ) ପାସ କରିଥିବା ଲିପିକା ଦାସ ।  ବୟସ ୨୪।  ସେ ଭୁବେନେଶ୍ୱରରେ ଏକ ଘରୋଇ ଇଂଜିନିୟର କଲେଜରେ ବି-ଟେକ ପାଠ ପଢି ପାସ କରିଛନ୍ତି । ତାଙ୍କ ସ୍ୱାମୀ ଜଣେ ଇଲେକ୍ଟ୍ରିକାଲ କଣ୍ଟ୍ରାଟର ଭାବେ ବାଙ୍ଗଲୋର ଠାରେ କାର୍ଯ୍ୟ କରୁଥିଲେ । ତେବେ କରୋନା ମହାମାରୀ ପାଇଁ ଗତ ବର୍ଷରୁ ଯେଉଁ ଲକ ଡାଉନ ହେଲା ସେହି ସମୟରେ ସେ ନିଜ ଘରକୁ ଫେରିଥିଲେ । ତେବେ ପରିବାର ପ୍ରତିପୋଷଣ ପାଇଁ  ଜାତୀୟ ରାଜପଥ କଡ଼ରେ ଥିବା ଏକ ହୋଟେଲ ବା ଢ଼ାବାକୁ ଚଳାଇଥିଲେ ।

ଭୁବନଶ୍ୱରରରେ ରହି ଚାକିରୀ ପାଇଁ ପ୍ରସ୍ତୁତି ହେଉଥିବା ଲିପିକା ଲକଡାଉନ ପାଇଁ ଘରକୁ  ପଳେଇ ଆସିଥିଲେ । ଏବେ ସ୍ୱାମୀ ସ୍ତ୍ରୀ ମିଶି ଏହି ଢ଼ାବା ଚଳାଉଛନ୍ତି । ଏହି ଢ଼ାବାରେ ନିଜେ ପରିବା କିଣିବା ଠାରୁ ଆରମ୍ଭ କରି ପରିବା କାଟିବା ରୋଷେଇ କରିବା, ଅଇଁଠା ପତ୍ର ଉଠାଇବା ଓ କାଉଣ୍ଟରେ ବସି ଟଙ୍କା ରଖିବା ପର୍ଯ୍ୟନ୍ତ ସବୁ କାମ କରୁଛନ୍ତି ଲିପିକା । ଯାହାକି ବାଟରେ ଯାଉଥିବା ଲୋକମାନେ ଦେଖିବା ସହ ତାଙ୍କ କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରୁଛନ୍ତି । କେବଳ ସେତିକି ନୁହେଁ ଲିପିକା ସାମାଜିକ ପତିବଦ୍ଧତାକୁ ଭୁଲି ନାହାଁନ୍ତି । ଯେଉଁ ଗରିବ ଅସହାୟ ପାଗଳ ଲୋକ ମନେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ମାଗଣା ରେ ଖାଦ୍ୟ ଦେଉଛନ୍ତି । ଏପରିକି ଗୋରୁ ଗାଈ ମାନଙ୍କୁ ମଧ୍ୟ ଖାଇବାଜୁ ଦେଉଛନ୍ତି । ଏଥିରେ ସେ ପରମ ଆନନ୍ଦ ପାଉଥିବା ସେ କହିଛନ୍ତି  ।

ସେହିପରି ଏହି ଢାବାରେ ପ୍ରତ୍ୟେକ ଦିନ ସକାଳ ୮ ଟାରୁ ରାତି ୧ ଟା ପର୍ଯ୍ୟନ୍ତ ଖୋଲା ରହେ । ଭଲ ପ୍ରସ୍ତୁତିକୁ ସେ ସର୍ବଦା ଗୁରୁତ୍ୱ ଦେଉଥିବା ବେଳେ ଏବେ କୋଭିଡ କଟକଣା ତାଙ୍କ ବେପାରକୁ ଧିମେଇ ଦେଇଛି । ଢ଼ାବାରେ ଏବେ ଖାଦ୍ୟ ପରିବେଷଣ ବନ୍ଦ ଥିଲେ ମଧ୍ୟ ରାସ୍ତାରେ ଯାଉଥିବା କି ଅସୁବିଧାରେ ଥିବା ଭୋକିଲା ମଣିଷଙ୍କୁ କେବେ ନିରାଶ ହେବାକୁ ଦିଅନ୍ତି ନାହିଁ ଲିପିକା । ଆଜିର ସମାଜରେ ଅନେକ ନାରୀଙ୍କ ପାଇଁ ପ୍ରେରଣା ପାଲଟି ଥିବା ଲିପିକା ଦାସ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story