ଆସ ପୋଷ୍ଟମର୍ଟମ ରୁମ୍‌ରେ ପାର୍ଟି କରିବା !

ଭଦ୍ରକ(ପାର୍ଥ ସାରଥୀ ନାୟକ): ଶୀର୍ଷକଟି ଚକିତ କରୁଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ଘରେ ଏମିତି ଘଟୁଛି। ବ୍ୟବଚ୍ଛେଦ ପାଇଁ ଶବ ଆସୁନି । ହେଲେ ଆସୁଛନ୍ତି ଅସାମାଜିକ ବ୍ୟକ୍ତି। ଜମୁଛି ଆସର। ଯାବତୀୟ ଆପତ୍ତିଜନକ କାମର ଠିକଣା ପାଲଟିଛି ଶବ ବ୍ୟବଚ୍ଛେଦ ଘର। ଏମିତି ଏକ ଚିତ୍ର ଆସିଛି ଧାମନଗର ବ୍ଲକରୁ। ଲୋକମାନେ ଦୂରକୁ ମୃତଦେହ ନେଇ  ବ୍ୟବଚ୍ଛେଦ କରିବା ସମସ୍ୟାକୁ ଦେଖି ଉକ୍ତ ବ୍ଲକରେ ଶବ ବ୍ୟବଛେଦ ଗୃହ ନିର୍ମାଣ ହୋଇଥିଲା । କିନ୍ତୁ ଏବେ […]

5gn

5gn

Tapas Behera
  • Published: Thursday, 09 September 2021
  • Updated: 09 September 2021, 06:04 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ଶୀର୍ଷକଟି ଚକିତ କରୁଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ଘରେ ଏମିତି ଘଟୁଛି। ବ୍ୟବଚ୍ଛେଦ ପାଇଁ ଶବ ଆସୁନି । ହେଲେ ଆସୁଛନ୍ତି ଅସାମାଜିକ ବ୍ୟକ୍ତି। ଜମୁଛି ଆସର। ଯାବତୀୟ ଆପତ୍ତିଜନକ କାମର ଠିକଣା ପାଲଟିଛି ଶବ ବ୍ୟବଚ୍ଛେଦ ଘର। ଏମିତି ଏକ ଚିତ୍ର ଆସିଛି ଧାମନଗର ବ୍ଲକରୁ। ଲୋକମାନେ ଦୂରକୁ ମୃତଦେହ ନେଇ  ବ୍ୟବଚ୍ଛେଦ କରିବା ସମସ୍ୟାକୁ ଦେଖି ଉକ୍ତ ବ୍ଲକରେ ଶବ ବ୍ୟବଛେଦ ଗୃହ ନିର୍ମାଣ ହୋଇଥିଲା । କିନ୍ତୁ ଏବେ ଶବ ବ୍ୟବଚ୍ଛେଦ ଗୃହ ପାଲଟିଛି ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ । ସରକାର ଲକ୍ଷାଧିକ ଟଙ୍କାର  ବ୍ୟୟବରାଦରେ ଯୋଜନା କରୁଥିବା ବେଳେ ତାହା ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ କାର୍ଯ୍ୟକ୍ଷମ ହୋଇପାରୁନି । ଶବ ବ୍ୟବଚ୍ଛେଦ ଗୃହ ଏବେ ଅସାମାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏମତିକି ଏଠାରେ ଲୋକେ ଗୁରୁ ଗାଈ ମଧ୍ୟ ବାନ୍ଧୁଛନ୍ତି।

ଧାମନଗର ବ୍ଲକରେ 2016  ମସିହାରେ  ଧାମନଗର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ ଗୃହ  ଉଦଘାଟିତ ହୋଇଥିଲା ।  ଅଦ୍ୟାବଧି ଏହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଧାମନଗର ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୨୫ କିଲୋମିଟର ଦୂରତା ଥିବାରୁ ଏଇ ଶବ ବ୍ୟବଚ୍ଛେଦ ନିର୍ମାଣ ହୋଇଥିଲା।

ଏପରିକି ଭଣ୍ଡାରିପୋଖରୀ ବ୍ଲକର କିଛି ପଞ୍ଚାୟତବାସୀ ମଧ୍ୟ ଏହା ଦ୍ୱାରା ଉପକୃତ ହୋଇ ପାରିବେ । କିନ୍ତୁ ଏହା କାର୍ଯକ୍ଷମ ହେଉନଥିବାରୁ ଗରିବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଲୋକେ ଦୂରକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେଉନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।  ଏଇ ଶବ ବ୍ୟବଚ୍ଛେଦ ଗୃହଟି କାର୍ଯ୍ୟକ୍ଷମ ହେଲେ  ଧାମନଗର, ଭଣ୍ଡାରିପୋଖରୀ ଅଞ୍ଚଳର ଜନସାଧାରଣ ଆଉ ଭଦ୍ରକ ନଯାଇ କମ୍ ଖର୍ଚ୍ଚରେ ଶବ ବ୍ୟବଛେଦ କରାଇ ପାରନ୍ତେ ବୋଲି ମତ୍ତ ପ୍ରକାଶ ପାଇଛି । ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପରେ କେବଳ ଧାମନଗର ନୁହିଁନ୍ତି ନିକଟସ୍ଥ ବ୍ଲକର ଲୋକେ ନିର୍ଭର କରନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଉଦାସିନତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଯଥାଶୀଘ୍ର ଏଇ ଶବ ଗୃହକୁ କାର୍ଯକ୍ଷମ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାର କହିଛନ୍ତି ଏହି କାର୍ଯ୍ୟକ୍ଷମ ପାଇଁ ଗୃହ ଅଛି ସତ, ହେଲେ ଆବଶ୍ୟକୀୟ ଡାକ୍ତର ନାହାଁନ୍ତି । ସେହିପରି ଶବ ବ୍ୟବଚ୍ଛେଦ ଗୃହ ପାଇଁ ଆବଶ୍ୟକୀୟ ସରଞ୍ଜାମ ନାହିଁ । ତେଣୁ ଏହା କାର୍ଯ୍ୟକ୍ଷମ କରିବା କଷ୍ଟକର, ଏହାକୁ ତଦରାଖ କରୁଛୁ । ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବା ସହିତ ଏହାକୁ କାର୍ଯ୍ୟକ୍ଷମ କରାଯିବ । ଯାହା ଦ୍ୱାରା ଲୋକମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି । ଅନ୍ୟପଟେ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସଧାରଣରେ ଦାବି ହୋଇଛି । ଯାହା ଦ୍ୱାରା ଦୁଇଟି ବ୍ଲକର ବାସିନ୍ଦା ଉପକୃତ ହୋଇପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story