ପାଠପଢ଼ାଇବାକୁ ନାହାନ୍ତି ଆବଶ୍ୟକ ଶିକ୍ଷକ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଦୀର୍ଘଦିନ ପରେ ଅର୍ଥାତ ପାଖାପାଖି ଦୁଇ ବର୍ଷ ପରେ ବିଦ୍ୟାଳୟ ଖୋଲିଛି । ପ୍ରଥମେ ଦଶମ ଶ୍ରେଣୀ ପରେ ପରେ ନବମ ଶ୍ରେଣୀ ଖୋଲିଲାଣି । ଆଉ କିଛି ଦିନ ପରେ ଅଷ୍ଟମ ଶ୍ରେଣୀ ଖୋଲିଯିବ । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ହେଲେଣି । ହାଇସ୍କୁଲ ପାଠକୁ ଆଗେଇ ନେବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ହେଲେଣି । କିନ୍ତୁ ଦୁଃଖ ଓ ପରିତାପର କଥା ଶିକ୍ଷାଦନ କରିବାକୁ ସବୁଠି […]

rnm

rnm

Tapas Behera
  • Published: Sunday, 05 September 2021
  • Updated: 05 September 2021, 04:09 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ଦୀର୍ଘଦିନ ପରେ ଅର୍ଥାତ ପାଖାପାଖି ଦୁଇ ବର୍ଷ ପରେ ବିଦ୍ୟାଳୟ ଖୋଲିଛି । ପ୍ରଥମେ ଦଶମ ଶ୍ରେଣୀ ପରେ ପରେ ନବମ ଶ୍ରେଣୀ ଖୋଲିଲାଣି । ଆଉ କିଛି ଦିନ ପରେ ଅଷ୍ଟମ ଶ୍ରେଣୀ ଖୋଲିଯିବ । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ହେଲେଣି । ହାଇସ୍କୁଲ ପାଠକୁ ଆଗେଇ ନେବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ହେଲେଣି । କିନ୍ତୁ ଦୁଃଖ ଓ ପରିତାପର କଥା ଶିକ୍ଷାଦନ କରିବାକୁ ସବୁଠି ଶିକ୍ଷକ ଅଭାବ ପରିଲିକ୍ଷିତ ହେଉଛି । ଏଭଳି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ।  ୩୧/୦୭/୨୦୨୧ ଅନୁସାରେ ମୋଟ ୩୦୧ଟି ଉଚ୍ଚ ବିଦ୍ୟାଳୟ ସହ ଗୋଟିଏ ମାଦ୍ରାସାରେ ୧୮୪୫ ଶିକ୍ଷକ ରହିବା କଥା । କିନ୍ତୁ ବର୍ତ୍ତମାନ ୭୫୧ଟି ପଦବୀ ଫାଙ୍କା ପଡିଛି । ଜିଲ୍ଲାରେ ଥିବା ସରକାରୀ ୧୫୩ଟି ଉଚ୍ଚ ବିଦ୍ୟାଳୟ, ୭ଟି ଅପଗ୍ରେଡେଟ ଉଚ୍ଚ ବିଦ୍ୟାଳୟରେ ସହ ୧୫ଟି ପୁରାତାନ ଉଚ୍ଚ ବିଦ୍ୟାଳୟରେ ୧୫୬୦ଟି ଶିକ୍ଷକ ପଦବୀ ମଧ୍ୟରୁ ୯୬୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିବା ବେଳେ ୫୯୫ଟି ପୋଷ୍ଟ ଖାଲି ପଡିଛି ।

ସେହିପରି ୩୪ଟି ଏଡେଡ ଉଚ୍ଚ ବିଦ୍ୟାଳୟରେ ୧୪୪ଟି ଶିକ୍ଷକ ପଦବି ମଧ୍ୟରୁ ୭୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବେଳେ ୬୫ଟି ପୋଷ୍ଟ ଖାଲି ପଡିଛି। ୯୨ଟି ବ୍ଲକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟରେ ୭୩୬ଟି ଶିକ୍ଷକ ପଦବୀ ମଧ୍ୟରୁ ୬୪୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିବା ବେଳେ ୯୧ଟି ଶିକ୍ଷକ ପୋଷ୍ଟ ଖାଲି ପଡିଛି । ଯାହା ଫଳରେ ହାଇସ୍କୁଲ ଶିକ୍ଷାଦାନ ବହୁମାତ୍ରାରେ ବାଧାପ୍ରାପ୍ତ ହେଉଛି । ଏପରିକି ଅନେକ ବିଦ୍ୟାଳୟ ଅଛି ଯେଉଁଠି କି ଶିକ୍ଷକ ମାନେ ଅନ୍ୟ ବିଦ୍ୟାଳୟରୁ ଡେପୁଟେସନରେ ଆସି ପିଲାଙ୍କୁ ପାଠ ପଢାଉଛନ୍ତି । ଏପରିକି କିଛି ସ୍ଥାନରେ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ଅଧିକ ଥିବା ବେଳେ ଶିକ୍ଷକ ମାତ୍ର ଜଣେ କି ଦୁଇ ଜଣ ଅଛନ୍ତି ।ଯଦି ଜଣେ ଶିକ୍ଷକ ସରକାରୀ କାମରେ ବାହାରକୁ ଗଲେ ତ’ କଥା ସରିଲା ।

ଧାମନଗର ବ୍ଲକ ୧୯୮୦ ମସିହାରେ ନିର୍ମିତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଅଷ୍ଟମ ନବମ ଓ ଦଶମ ଶ୍ରେଣୀରେ ଦୀର୍ଘଦିନ ହେବ ଜଣେ ଶିକ୍ଷକ ଥିଲେ । ସେ ଗତ କିଛି ଦିନ ତଳେ ଅବସର ନେବା ପରେ ମାଇନର ସ୍କୁଲ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱରେ ଚାଲିଛି ପିଲାଙ୍କ ପାଠ ପଢା । ଏପରିକି ଡେପୁଟେସନରେ ନାମକୁ ମାତ୍ର ଜଣେ ଶିକ୍ଷକ ଆସି ଉପସ୍ଥାପନ ପକାଉଛନ୍ତି । ଦୀର୍ଘଦିନ ପରେ କରୋନାର ପ୍ରକୋପ କମିବାରେ ହାଇସ୍କୁଲ ସବୁ ଖୋଲିଛି।  ହେଲେ ଶିକ୍ଷକ ଅଭାବ ବାରି ହୋଇ ପଡୁଛି । ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ନଦେଇ କେବଳ ସ୍ମାର୍ଟ କ୍ଲାସର ଶୁଭରମ୍ଭ ସହ କିଛି କିଛି ବିଦ୍ୟାଳୟକୁ 5ଟି ରୂପାନ୍ତରିତ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରାଥମିକତା ଆଧାରରେ ପ୍ରଥମେ ଶିକ୍ଷକ ନିଯୁକ୍ତିକୁ ଦାବି କରିଛନ୍ତି ଅଭିଭାବକ । ତେବେ ଜିଲ୍ଲାଶିକ୍ଷାଧିକାରୀ କହିଛନ୍ତି ଶିକ୍ଷକ ଅଭାବ ନିଶ୍ଚିତ ପରିଲିକ୍ଷିତ ହେଉଛି । କେତେ ସ୍ଥାନକୁ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ମାନଙ୍କୁ ଡେପୁଟେସନରେ ପଠାଯାଉଛି । ଏ ସଂକ୍ରାନ୍ତରେ ସେ ଶିକ୍ଷା ବିଭାଗକୁ ଜଣାଇଛନ୍ତି । ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story