ପାଇଖାନା ଦୁର୍ନୀତି, ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା

ଵାସୁଦେବପୁର(ଓଡ଼ିଶା ରିପୋର୍ଟର): ଵାସୁଦେବପୁର ବ୍ଲକ ଚୁଡାମଣୀ ପଞ୍ଚାୟତରେ ସ୍ୱଚ୍ଛ ପାଇଖାନା ଯୋଜନାରେ ବ୍ୟାପକ ଦୁର୍ନୀତି ହେଇଥିବା ଅଭିଯୋଗ ହେଇଛି। ପାଇଖାନା ନିର୍ମାଣ ନ ହୋଇ ଶତାଧିକ ହିତାଧିକାରୀଙ୍କ ନାମରେ ଟଙ୍କା ଉଠାଯାଇଛି । ଏହାର ପ୍ରତିବାଦ କରି ସୋମବାର କେତେକ ହିତାଧିକାରୀ ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ରେ ବସିଥିଲେ। ଚୁଡ଼ାମଣି ପଞ୍ଚାୟତରେ ୨୦୧୯/୨୦ ଓ ୨୦/୨୧ ମସିହାରେ ପ୍ରାୟ ୮ଶହରୁ ହିତାଧିକାରୀଙ୍କୁ ପାଇଖାନା ଯୋଜନାରେ ସାମିଲ କରାଯାଇଥିଲା । ହେଲେ ଏମାନଙ୍କ ମଧ୍ୟରୁ ପ୍ରାୟ […]

5gn

5gn

Tapas Behera
  • Published: Monday, 06 September 2021
  • Updated: 06 September 2021, 05:27 PM IST

Sports

Latest News

ଵାସୁଦେବପୁର(ଓଡ଼ିଶା ରିପୋର୍ଟର): ଵାସୁଦେବପୁର ବ୍ଲକ ଚୁଡାମଣୀ ପଞ୍ଚାୟତରେ ସ୍ୱଚ୍ଛ ପାଇଖାନା ଯୋଜନାରେ ବ୍ୟାପକ ଦୁର୍ନୀତି ହେଇଥିବା ଅଭିଯୋଗ ହେଇଛି। ପାଇଖାନା ନିର୍ମାଣ ନ ହୋଇ ଶତାଧିକ ହିତାଧିକାରୀଙ୍କ ନାମରେ ଟଙ୍କା ଉଠାଯାଇଛି । ଏହାର ପ୍ରତିବାଦ କରି ସୋମବାର କେତେକ ହିତାଧିକାରୀ ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ରେ ବସିଥିଲେ। ଚୁଡ଼ାମଣି ପଞ୍ଚାୟତରେ ୨୦୧୯/୨୦ ଓ ୨୦/୨୧ ମସିହାରେ ପ୍ରାୟ ୮ଶହରୁ ହିତାଧିକାରୀଙ୍କୁ ପାଇଖାନା ଯୋଜନାରେ ସାମିଲ କରାଯାଇଥିଲା । ହେଲେ ଏମାନଙ୍କ ମଧ୍ୟରୁ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ନାମରେ ଅର୍ଥ ହଡ଼ପ କରାଯାଇଥିବା ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି । ଏହି ୨ଶହ ହିତାଧିକାରୀଙ୍କ ନାମରେ ମିଥ୍ୟା ବିଲ କରାଯାଇ ସେମାନଙ୍କ ଯୋଜନାର ଅର୍ଥକୁ ଆତ୍ମସାତ କରାଯାଇଥିବା ଜଣା ଯାଇଛି । ଏହି ଦୁର୍ନୀତିର ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ହିତାଧିକାରୀମାନେ ଧାରଣାରେ ବସିଛନ୍ତି ।

ଭଦ୍ରକ ଜିଲ୍ଲାରେ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ପାଇଖାନା ଦୁର୍ନୀତିର ଏମିତି ମାଳ ମାଳ ଅଭିଯୋଗ ରହିଛି । ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ବ୍ରହ୍ମଟିକିରି ଗାଁର ହଗରା ବିଳାସଙ୍କ ଘରେ ପାଇଖାନା ନଥାଇ ବି କରାଯାଇଛି ୧୨ ହଜାର ଟଙ୍କାର ଫାଇନାଲ୍ ବିଲ୍। ଆଉ ଅଭୟ ବିଳାସଙ୍କ ନାଁରେ ତ ପାଇଖାନା ଥାଇ ବି ଦୁଇ ଦୁଇ ଥର ଆସିଛି ଅନୁଦାନ। ହେଲେ ଟଙ୍କାଟିଏ ବି ପାଇନାହାଁନ୍ତି ସେ। ଖଦାଳ ପଞ୍ଚାୟତର ପ୍ରାୟ ୧୯୧ ଜଣଙ୍କୁ ମୋହରା ବନାଇ ଜାଲ୍ କାଗଜପତ୍ର ଜରିଆରେ ପ୍ରାୟ ୨୪ ଲକ୍ଷରୁ ଅଧିକ ଟଙ୍କା ଫାଇନାଲ୍ କରି ହଡ଼ପ କରାଯାଇଛି। ଦୁର୍ନୀତି ସମ୍ପର୍କରେ ଜାଣିବା ପରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ଥାନୀୟ ଲୋକେ। କାଗଜପତ୍ର ଯାଞ୍ଚ କରି ବିଡ଼ିଓ ଏବଂ ପଞ୍ଚାୟତ ଅଧିକାରୀଙ୍କୁ ଆସନ୍ତା ୨୧ ତାରିଖକୁ ପୁଣି ଥରେ ଜବାବ ତଲବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story