ନିଜ ଜମିରେ ସାଧାରଣ ଲୋକଙ୍କ ପାଇଁ ରାସ୍ତା ନିର୍ମାଣ କଲେ ସନ୍ତୋଷ

ବାସୁଦେବପୁର(ଓଡ଼ିଶା ରିପୋର୍ଟର) ନିଜ ଜମିରେ ସାଧାରଣ ଲୋକଙ୍କ ପାଇଁ ରାସ୍ତା ନିର୍ମାଣ କଲେ ଯୁବକ। ଭଦ୍ରକ ବାସୁଦେବପୁରର ଦୀକ୍ଷିତ ସାହିର ସନ୍ତୋଷ କୁମାର ଦୀକ୍ଷିତ ସାଧାରଣ ଲୋକଙ୍କ ପାଇଁ ନିଜ ଜମିରେ ରାସ୍ତା ନିର୍ମାଣ କରିଛନ୍ତି।  ଦୀର୍ଘ ଦିନ ହେବ ଭଲ ରାସ୍ତା ନଥିବାରୁ ଏଠାରେ ଯିବା ଆସିବା କରିବା ପାଇଁ ଲୋକମାନେ ହନ୍ତସନ୍ତ ହେଉଥିଲେ । ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସମାଧାନ ହେଲାନି । ଏହା ପରେ ସନ୍ତୋଷ ଗାଁ […]

6nm

6nm

Tapas Behera
  • Published: Monday, 29 March 2021
  • Updated: 29 March 2021, 05:15 PM IST

Sports

Latest News

ବାସୁଦେବପୁର(ଓଡ଼ିଶା ରିପୋର୍ଟର) ନିଜ ଜମିରେ ସାଧାରଣ ଲୋକଙ୍କ ପାଇଁ ରାସ୍ତା ନିର୍ମାଣ କଲେ ଯୁବକ। ଭଦ୍ରକ ବାସୁଦେବପୁରର ଦୀକ୍ଷିତ ସାହିର ସନ୍ତୋଷ କୁମାର ଦୀକ୍ଷିତ ସାଧାରଣ ଲୋକଙ୍କ ପାଇଁ ନିଜ ଜମିରେ ରାସ୍ତା ନିର୍ମାଣ କରିଛନ୍ତି।  ଦୀର୍ଘ ଦିନ ହେବ ଭଲ ରାସ୍ତା ନଥିବାରୁ ଏଠାରେ ଯିବା ଆସିବା କରିବା ପାଇଁ ଲୋକମାନେ ହନ୍ତସନ୍ତ ହେଉଥିଲେ ।

ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସମାଧାନ ହେଲାନି । ଏହା ପରେ ସନ୍ତୋଷ ଗାଁ ଲୋକଙ୍କ ଦୁଃଖ ଦୂର କରିବା ପାଇଁ ନିଜ ଜମିରେ ରାସ୍ତା ନିର୍ମାଣ କରିବା ପାଇଁ ଚିନ୍ତା କଲେ । ଗାଁ ଲୋକଙ୍କ ସହଯୋଗରେ ସନ୍ତୋଷ ନିଜ ଜମିରେ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି।

ରାସ୍ତା କାମ ସରିଯିବା ପରେ ସେହି ରାସ୍ତାକୁ ଗାଁ ଲୋକଙ୍କ ନାଁରେ କରିଦେବେ ବୋଲି କହିଛନ୍ତି ସନ୍ତୋଷ । ଏହି ରାସ୍ତା ନିର୍ମାଣ ହେବା ଦ୍ୱାରା ଦୀକ୍ଷିତ ସାହି ବାସିନ୍ଦା ଲାଭବାନ ହେବେ। ସନ୍ତୋଷ କହିଛନ୍ତି ଯେ, ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡେ ନଥିଲା। ଏକ ବେସରକାରୀ ଜାଗାରେ ଲୋକେ ଯିବା ଆସିବା କରୁଥିଲେ। ହେଲେ ସେ ବାଟ ବନ୍ଦ କରିଦେଲେ। ପାଖରେ ଆଉ ଏକ ପ୍ରାଇଭେଟ ଲ୍ୟାଣ୍ଡ କିଣି ମୁଁ ରାସ୍ତା କଲି ବୋଲି ସେ କହିଛନ୍ତି।  ସନ୍ତୋଷଙ୍କର ଏହି ବଦାନ୍ୟତାକୁ ଗ୍ରାମବାସୀମା ସାଧୁବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story