Advertisment

ଭଦ୍ରକରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କଲେ ଜୁଏଲ

ଭଦ୍ରକ: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଶନିବାର ଭଦ୍ରକ ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ଜିଲ୍ଲାପ୍ରଶାସନ ସହିତ କେନ୍ଦ୍ରରୁ ଦିଆଯାଇଥିବା ଅନୁଦାନ ସମ୍ପର୍କରେ ସମୀକ୍ଷା କରିଥିଲେ। କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ଓଡିଶା ସରକାରଙ୍କୁ ଆଦିବାସୀଙ୍କ ଉନ୍ନତି ପାଇଁ ୪୨୧ ଟଙ୍କା ପ୍ରଦାନ କରିଛି । ଏଥିରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ, ଆଶ୍ରମ ସ୍କୁଲର ଉନ୍ନତି, ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହେଷ୍ଟଲ ନିର୍ମାଣ ଆଦି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଟଙ୍କାର ବିନିଯୋଗ ଉପରେ […]

ଅଦ୍ୟତନ ହୋଇଛି
ଭଦ୍ରକରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କଲେ ଜୁଏଲ

jual oram

Advertisment

ଭଦ୍ରକ: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଶନିବାର ଭଦ୍ରକ ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ଜିଲ୍ଲାପ୍ରଶାସନ ସହିତ କେନ୍ଦ୍ରରୁ ଦିଆଯାଇଥିବା ଅନୁଦାନ ସମ୍ପର୍କରେ ସମୀକ୍ଷା କରିଥିଲେ। କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ଓଡିଶା ସରକାରଙ୍କୁ ଆଦିବାସୀଙ୍କ ଉନ୍ନତି ପାଇଁ ୪୨୧ ଟଙ୍କା ପ୍ରଦାନ କରିଛି । ଏଥିରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ, ଆଶ୍ରମ ସ୍କୁଲର ଉନ୍ନତି, ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହେଷ୍ଟଲ ନିର୍ମାଣ ଆଦି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଟଙ୍କାର ବିନିଯୋଗ ଉପରେ ଜିଲ୍ଳାର ଗ୍ରାମ୍ୟ ଉନ୍ନୟନ,ସ୍ୱାସ୍ଥ୍ୟ,ବିଦ୍ୟୁତ, ପରିମଳ, ରାସ୍ତା ଓ ଗୃହ ନିର୍ମାଣ ଆଦି ଲାଇନ ଡିପାର୍ଟମେଣ୍ଟ ଅଧିକାରୀଙ୍କ ସହିତ ମନ୍ତ୍ରୀ ଆଲୋଚନା କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଲକ୍ଷ୍ମୀନାରାୟଣ ମିଶ୍ର, ଉପଜିଲ୍ଲାପାଳ ଅଜୟ ଜେନା, ସିଡିଏମଓ ଡା.ରମେଶ କୁମାର ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe