ବ୍ରହ୍ମଗିରି : ଆଇଆଇସିଙ୍କୁ ଢ଼େଲାମାଡ ଘଟଣାରେ ୧୦ଗିରଫ

ବ୍ରହ୍ମଗିରି : ବ୍ରହ୍ମଗିରି ଗଡ଼ରୋଡ଼ଙ୍ଗ ଗାଁରେ ପୋଲିସ୍ ଓ ମହିଳାଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ପୋଲିସ୍ ୧୦ ଜଣଙ୍କୁ ଗିରଫ କରିଛି । ଗିରଫଦାରୀ ଭୟରେ ଗାଁ ଶୂନଶାନ ହୋଇଯାଇଛି । ଗଡ଼ରୋଡ଼ଙ୍ଗ ମୌଜାରେ ଥିବା ବିବାଦୀୟ ଜଂଗଲକୁ ମହିଳାମାନେ କାଜୁ ତୋଳିବାକୁ ଯାଉଥିବା ବେଳେ ଅଘଟଣ ଆଶଙ୍କାରେ ବ୍ରହ୍ମଗିରି ପୋଲିସ ସେଠାକୁ ଯାଇଥିଲେ । ତେବେ ଏହି ସମୟରେ ପୋଲିସଙ୍କୁ ମହିଳାଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରିକି କିଛି ମହିଳା ପୋଲିସ୍ ଉପରକୁ ଇଟା […]

explosive

explosive

Rakesh Mallick
  • Published: Wednesday, 20 May 2015
  • Updated: 20 May 2015, 09:09 AM IST

Sports

Latest News

ବ୍ରହ୍ମଗିରି : ବ୍ରହ୍ମଗିରି ଗଡ଼ରୋଡ଼ଙ୍ଗ ଗାଁରେ ପୋଲିସ୍ ଓ ମହିଳାଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ପୋଲିସ୍ ୧୦ ଜଣଙ୍କୁ ଗିରଫ କରିଛି । ଗିରଫଦାରୀ ଭୟରେ ଗାଁ ଶୂନଶାନ ହୋଇଯାଇଛି । ଗଡ଼ରୋଡ଼ଙ୍ଗ ମୌଜାରେ ଥିବା ବିବାଦୀୟ ଜଂଗଲକୁ ମହିଳାମାନେ କାଜୁ ତୋଳିବାକୁ ଯାଉଥିବା ବେଳେ ଅଘଟଣ ଆଶଙ୍କାରେ ବ୍ରହ୍ମଗିରି ପୋଲିସ ସେଠାକୁ ଯାଇଥିଲେ । ତେବେ ଏହି ସମୟରେ ପୋଲିସଙ୍କୁ ମହିଳାଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରିକି କିଛି ମହିଳା ପୋଲିସ୍ ଉପରକୁ ଇଟା ପଥର ମାଡ଼ କରିବାରୁ ଏଥିରେ ବ୍ରହ୍ମଗିରି ଆଇଆଇସି ସୁବାସ ଚନ୍ଦ୍ର ପଣ୍ଡା ଆହତ ହୋଇଥିଲେ। ପୋଲିସ୍ ସହ ଧସ୍ତାଧସ୍ତିରେ ୬ ଜଣ ମହିଳା ମଧ୍ୟ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story