ବ୍ରହ୍ମଗିରି : ଆଇଆଇସିଙ୍କୁ ଢ଼େଲାମାଡ ଘଟଣାରେ ୧୦ଗିରଫ

ବ୍ରହ୍ମଗିରି : ବ୍ରହ୍ମଗିରି ଗଡ଼ରୋଡ଼ଙ୍ଗ ଗାଁରେ ପୋଲିସ୍ ଓ ମହିଳାଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ପୋଲିସ୍ ୧୦ ଜଣଙ୍କୁ ଗିରଫ କରିଛି । ଗିରଫଦାରୀ ଭୟରେ ଗାଁ ଶୂନଶାନ ହୋଇଯାଇଛି । ଗଡ଼ରୋଡ଼ଙ୍ଗ ମୌଜାରେ ଥିବା ବିବାଦୀୟ ଜଂଗଲକୁ ମହିଳାମାନେ କାଜୁ ତୋଳିବାକୁ ଯାଉଥିବା ବେଳେ ଅଘଟଣ ଆଶଙ୍କାରେ ବ୍ରହ୍ମଗିରି ପୋଲିସ ସେଠାକୁ ଯାଇଥିଲେ । ତେବେ ଏହି ସମୟରେ ପୋଲିସଙ୍କୁ ମହିଳାଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରିକି କିଛି ମହିଳା ପୋଲିସ୍ ଉପରକୁ ଇଟା ପଥର ମାଡ଼ କରିବାରୁ ଏଥିରେ ବ୍ରହ୍ମଗିରି ଆଇଆଇସି ସୁବାସ ଚନ୍ଦ୍ର ପଣ୍ଡା ଆହତ ହୋଇଥିଲେ। ପୋଲିସ୍ ସହ ଧସ୍ତାଧସ୍ତିରେ ୬ ଜଣ ମହିଳା ମଧ୍ୟ ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ

୧୬୩ ଜଣଙ୍କ ଲାଇସେନ୍ସ ବାତିଲ୍: କୃଷିମନ୍ତ୍ରୀ

ଓଲା ଡ୍ରାଇଭରକୁ ବୋକା ବନାଉଥିଲେ, ବାଟରେ ଡିକି ଖୋଲିଗଲା

ଯୁବ ବିଜେଡି: କିଏ କେଉଁ ଜିଲ୍ଲାର ସଭାପତି

ଯୁବ ବିଜେଡି ପୁନର୍ଗଠିତ: ୧୦୯ଜଣଙ୍କୁ ଥଇଥାନ, ମିଳିଲାନି ଯୁବ ଚେହେରା 

ଆରୋଗ୍ୟ ହେଲେ ୪୦୫୨ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଦର କମିବ, ନା ଫାଇଦା ନେବେ ବ୍ୟବସାୟୀ ?

ମା’ ଓ ଗର୍ଭବତୀ ଝିଅଙ୍କୁ ହତ୍ୟା ଅଭିଯୋଗକୁ ନେଇ ହଙ୍ଗାମା, ୩ ଦିନ ପରେ ଜଳିଲା ଜୁଇ

କରୋନା ମହାମାରୀ ବେଳେ ବଢ଼ିଲା ବିଦ୍ୟୁତ୍‌ ଦର

୯ ଆଇପିଏସଙ୍କୁ ନୂଆ ନିଯୁକ୍ତି, ୨ ଆଇପିଏସଙ୍କୁ ମିଳିଲାନି ଦାୟିତ୍ୱ

ବିଦ୍ୟୁତ ତାରରେ ଝୁଲୁଛି ୫ ଗାଁର ଭାଗ୍ୟ!

ଆୟ ବହିର୍ଭୂତ ସଂପତ୍ତି ମାମଲା: ଭିଜିଲାନ୍ସ ହାତରୁ ମାମଲା ନେଲା ଇଡି

ଭୁବନେଶ୍ୱରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୧୮ ଲୋକାଲ୍‌ କେସ