Advertisment

ଦାୟିତ୍ୱ ନେଲେ ଟ୍ୱିନ୍‌ ସିଟିର ୨ ନବନିଯୁକ୍ତ ଡିସିପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦାୟିତ୍ୱ ନେଇଛନ୍ତି ଟ୍ୱିନ୍‌ ସିଟିର ଦୁଇ ନବନିଯୁକ୍ତ ଡିସିପି। ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ଉମାଶଙ୍କର ଦାଶ। ସେ ବିଦାୟୀ ଡିସିପି ଅନୁପ ସାହୁଙ୍କଠାରୁ ଦାୟିତ୍ୱ ନେଇଛନ୍ତି। ସେହିପରି କଟକ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂହ। ସେ ବିଦାୟୀ ଡିସିପି ଅଖିଳେଶ୍ୱର ସିଂହଙ୍କଠାରୁ ଦାୟିତ୍ୱ ନେଇଛନ୍ତି। ଏହାସହ ଦୁଇ ବିଦାୟୀ ଡିସିପିଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭୁବନେଶ୍ୱର ସ୍ଥିତ ପୁଲିସ ସେବା ଭବନରେ ଏଥିପାଇଁ ଏକ କାର୍ଯ୍ୟକ୍ରମ […]

ଅଦ୍ୟତନ ହୋଇଛି
ଦାୟିତ୍ୱ ନେଲେ ଟ୍ୱିନ୍‌ ସିଟିର ୨ ନବନିଯୁକ୍ତ ଡିସିପି

comisonner

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦାୟିତ୍ୱ ନେଇଛନ୍ତି ଟ୍ୱିନ୍‌ ସିଟିର ଦୁଇ ନବନିଯୁକ୍ତ ଡିସିପି। ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ଉମାଶଙ୍କର ଦାଶ। ସେ ବିଦାୟୀ ଡିସିପି ଅନୁପ ସାହୁଙ୍କଠାରୁ ଦାୟିତ୍ୱ ନେଇଛନ୍ତି। ସେହିପରି କଟକ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂହ। ସେ ବିଦାୟୀ ଡିସିପି ଅଖିଳେଶ୍ୱର ସିଂହଙ୍କଠାରୁ ଦାୟିତ୍ୱ ନେଇଛନ୍ତି।
ଏହାସହ ଦୁଇ ବିଦାୟୀ ଡିସିପିଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭୁବନେଶ୍ୱର ସ୍ଥିତ ପୁଲିସ ସେବା ଭବନରେ ଏଥିପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହାକୁ ପରିଚାଳନା କରିଥିଲେ ଟ୍ୱିନ୍‌ ସିଟି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

Advertisment
Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe