ମାର୍ଚ୍ଚ ୫ରୁ ଭୁବନେଶ୍ୱର-ଦୁବାଇ ସିଧାସଳଖ ବିମାନ

ମାର୍ଚ୍ଚ ୫ତାରିଖ ସନ୍ଧ୍ୟା ୬ଟା ୫ମିନିଟରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇଣ୍ଡିଗୋ ବିମାନଟି ଯାତ୍ରା ଆରମ୍ଭ କରି ଦୁବାଇରେ ୯ଟା ୪୫ମିନିଟରେ ପହଂଚିବ ବୋଲି ଜଣାପଡ଼ିଛି ।

biju patnaik airport PhotoGoogle

ଭୁବନେଶ୍ୱର ବୀମାନ ବନ୍ଦର

Ordigital Desk
  • Published: Friday, 10 February 2023
  • Updated: 10 February 2023, 08:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ମାର୍ଚ୍ଚ ୫ତାରିଖ ବିଜୁ ପଟ୍ଟନାୟକ ଜୟନ୍ତୀରୁ ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆନ୍ତର୍ଜାତିକ ବିମାନ ସେବାର ଶୁଭାରମ୍ଭ କରିବେ । ମାର୍ଚ୍ଚ ୫ତାରିଖ ସନ୍ଧ୍ୟା ୬ଟା ୫ମିନିଟରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇଣ୍ଡିଗୋ ବିମାନଟି ଯାତ୍ରା ଆରମ୍ଭ କରି ଦୁବାଇରେ ୯ଟା ୪୫ମିନିଟରେ ପହଂଚିବ ବୋଲି ଜଣାପଡ଼ିଛି ।

ବିମାନ ଚଳାଚଳ କମ୍ପାନୀ ଇଣ୍ଡିଗୋ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ଭୁବନେଶ୍ୱର ବିମାନ ବନ୍ଦରରୁ ଦୁବାଇକୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି ଓ ଏହା ଭୁବନେଶ୍ୱର ବିମାନ ବନ୍ଦରରୁ ପ୍ରଥମ ଆନ୍ତର୍ଜାତିକ ବିମାନ । ସେହିପରି ଦୁବାଇ-ଭୁବନେଶ୍ୱର ବିମାନଟି ମାର୍ଚ୍ଚ ୫ରେ ଦୁବାଇ ବିମାନବନ୍ଦରରୁ ସକାଳ ୧୧ଟା ୨୫ମିନିଟରେ ବାହାରି ସନ୍ଧ୍ୟା ୫ଟା ୦୫ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବ । ଏହି ବିମାନରେ ଏକକାଳୀନ ୧୮୬ଜଣ ଯାତ୍ରୀ ଯିବାର ସୁବିଧା ରହିଛି ।

Also Read

ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବରମାସରେ ରାଜ୍ୟ କ୍ୟାବିନେଟ୍ ଭୁବନେଶ୍ୱରରୁ  ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକୁ ସିଧାସଳଖ ବିମାନ ଚଳାଚଳ ନିମନ୍ତେ ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ବିମାନ ଚଳାଚଳ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଯାହା ଟିକେଟ୍ ବିକ୍ରି ହେବ ଉକ୍ତ ଅର୍ଥ ରାଜ୍ୟ ସରକାରଙ୍କୁ ମିଳିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୫ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦର ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡକୋଟା ବିମାନକୁ ସର୍ବସାଧାରଣଙ୍କ ଦେଖିବା ନିମନ୍ତେ ଲୋକାର୍ପଣ କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story