ସରକାରୀ ଜମି ବେଆଇନ ବିକ୍ରି ପ୍ରସଙ୍ଗ: ଘରକୁ ବିଦ୍ୟୁତ ଓ ପାନୀୟ ଜଳ ବନ୍ଦ

ଭୁବନେଶ୍ୱର: ମାଫିଆଙ୍କ କବଜାରେ ରାଜଧାନୀରେ ସରକାରୀ ଜମି ସମ୍ପର୍କିତ ଖବର ଓଟିଭିରେ ପ୍ରସାରିତ ହେବା ପରେ ବିଡିଏ, ବିଏମସି ଓ ଜିଏର ବିଭାଗ ତତ୍ପର ହୋଇ ଉଠିଛି। ସରକାରୀ ଜମିରେ ନିର୍ମିତ ବେଆଇନ୍‌ ଘରକୁ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ବନ୍ଦ ପାଇଁ ପଦକ୍ଷେପ ନିଆଯାଇଛି। ଏଥିସହ କିଭଳି ଆଉ ସରକାରୀ ଜମି ଦବରଦଖଲ ହେବନାହିଁ ସେଥିପ୍ରତି ଆବଶ୍ୟକ ପକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଏ ବିଭାଗର ଡିରେକ୍ଟର ଅଫ୍‌ ଇଷ୍ଟଟ୍ସ କହିଛନ୍ତି। ଯେଉଁମାନେ ସରକାରୀ […]

bbsr-4

bbsr-4

Rakesh Mallick
  • Published: Friday, 24 March 2017
  • Updated: 24 March 2017, 07:38 PM IST

Sports

Latest News

ଭୁବନେଶ୍ୱର: ମାଫିଆଙ୍କ କବଜାରେ ରାଜଧାନୀରେ ସରକାରୀ ଜମି ସମ୍ପର୍କିତ ଖବର ଓଟିଭିରେ ପ୍ରସାରିତ ହେବା ପରେ ବିଡିଏ, ବିଏମସି ଓ ଜିଏର ବିଭାଗ ତତ୍ପର ହୋଇ ଉଠିଛି। ସରକାରୀ ଜମିରେ ନିର୍ମିତ ବେଆଇନ୍‌ ଘରକୁ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ବନ୍ଦ ପାଇଁ ପଦକ୍ଷେପ ନିଆଯାଇଛି। ଏଥିସହ କିଭଳି ଆଉ ସରକାରୀ ଜମି ଦବରଦଖଲ ହେବନାହିଁ ସେଥିପ୍ରତି ଆବଶ୍ୟକ ପକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଏ ବିଭାଗର ଡିରେକ୍ଟର ଅଫ୍‌ ଇଷ୍ଟଟ୍ସ କହିଛନ୍ତି। ଯେଉଁମାନେ ସରକାରୀ ଜମି ଜବରଦଖଲ କରିଛନ୍ତି ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story