ଭୁବନେଶ୍ୱର-ପୁରୀ-କୋଣାର୍କକୁ  ଚାଲିବ ମେଟ୍ରୋ ଟ୍ରେନ୍ : ଖୁବଶୀଘ୍ର ଘୋଷଣା କରିବେ ନବୀନ

ଏଥିପାଇଁ ରାଜ୍ୟ ସରକାର ମେଗା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି ।

Metro Rail PhotoGoogle

representation image

Ordigital Desk
  • Published: Saturday, 11 February 2023
  • Updated: 11 February 2023, 10:37 PM IST

Sports

Latest News

ରାଜଧାନୀ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚାଲିବ । ପର୍ଯ୍ୟଟକଙ୍କ ସମେତ ଯାତ୍ରୀଙ୍କ ସୁବିଧା ପାଇଁ ଏହି ମେଟ୍ରୋ ଟ୍ରେନ୍ ଚଳାଚଳ କରିବ । ଏଥିପାଇଁ ରାଜ୍ୟ ସରକାର ମେଗା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ରେଳ ମନ୍ତ୍ରଣାଳୟ ସହ ମେଗା ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାରଙ୍କ ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନା ଶେଷ ହେବା ସହ ଟ୍ରେନ ଚାଲିବାକୁ ଥିବା ରେଳମାର୍ଗ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର-ପୁରୀ ମଧ୍ୟରେ ଏହି ମେଟ୍ରୋ ଟ୍ରେନ୍ ଚଳାଚଳ କରିବ ଓ ପରବର୍ତ୍ତୀ ସମୟରେ ଏହାକୁ କୋଣାର୍କ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ମେଟ୍ରୋ ଟ୍ରେନ ଚଳାଚଳ କଲେ ଭୁବନେଶ୍ୱର ଓ ପୁରୀର ୬୦କିମି ଦୂରତ୍ୱକୁ ମାତ୍ର ଅଧଘଣ୍ଟା ମଧ୍ୟରେ ଅତିକ୍ରମ କରାଯାଇପାରିବ । ରାଜ୍ୟ ସରକାର ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ବିକଶିତ କରୁଥିବାବେଳେ ଏକାମ୍ର କ୍ଷେତ୍ର ଓ ଶ୍ରୀକ୍ଷେତ୍ର  ଏବଂ ଅର୍କକ୍ଷେତ୍ର କୋଣାର୍କ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ରାଜ୍ୟବାସୀ ତଥା ପର୍ଯ୍ୟଟକଙ୍କୁ ନିଆରା ଅନୁଭବ ଦେବ । ଏହି ମେଗା ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣା ଜମି ସହ ଆର୍ଥିକ ଖର୍ଚ୍ଚ ମଧ୍ୟ ତୁଲାଇବେ ବୋଲି ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ଏନେଇ ବିସ୍ତୃତ ରିପୋର୍ଟ କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିକଟରେ ଦାଖଲ ହୋଇଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଏହାର ଆଭାସ ଦେଇଛନ୍ତି । ଶ୍ରୀ ପାଣ୍ଡିଆନ ତାଙ୍କ ଇନଷ୍ଟାଗ୍ରାମରେ ଏକ  ପୋଷ୍ଟ ମାଧ୍ୟମରେ “ଖୁବଶୀଘ୍ର ଓଡ଼ିଶାକୁ ବଢ଼ିଆ ଖବର ମିଳିବ, ଜୟ ଜଗନ୍ନାଥ...” ବୋଲି କହି ପରୋକ୍ଷରେ ଏହି ସୂଚନା ଦେଇଥିବା ଚର୍ଚ୍ଚା ହେଉଛି ।

Also Read

ସୂଚନାଯୋଗ୍ୟ, ପୂର୍ବରୁ ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଯୋଜନା ରହିଥିଲେ ମଧ୍ୟ ଉକ୍ତ ମାର୍ଗରେ ବୈଷୟିକ କାରଣରୁ ଏହା ଚାଲିବା ସମ୍ଭବପର ହୋଇପାରୁନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story