Advertisment

ଭଡ଼ା ଘରର ଇଲେକ୍ଟ୍ରି ବିଲ୍ ୭ କୋଟି ଟଙ୍କା!

ଭୁବନେଶ୍ୱରରେ ରହୁଛନ୍ତି। ଭଡ଼ା ଘର ନେଇଛନ୍ତି କି। ତେବେ ସାବଧାନ ହୋଇଯାଆନ୍ତୁ। ନଚେତ ଏଇଭଳି ଗଣିବାକୁ ପଡ଼ିବ କୋଟି କୋଟି ଟଙ୍କା। ଟିକିଏ ଅସାବଧାନତା ଆପଣଙ୍କୁ ସର୍ବସ୍ବାନ୍ତ କରିଦେଇପାରେ। ଭୁବନେଶ୍ୱର ନିଳାଦ୍ରୀ ବିହାରରେ ଭଡ଼ା ଘରେ ରୁହନ୍ତି ଦୁର୍ଗାପ୍ରସାଦ। ମାର୍ଚ୍ଚ ମାସ ଶେଷକୁ ଟାଟା ପାୱାରରୁ ତାଙ୍କ ପାଖକୁ ଆସିଥିବା ଏହି ଇଲେକ୍ଟ୍ରି ବିଲ ଉପରେ ଥରେ ନଜର ପକାନ୍ତୁ। ମାର୍ଚ୍ଚରେ ଆସିଥିବା ବିଲରେ ବିଜୁଳି ଦେୟ ୪୬୧ ଟଙ୍କା ରହିଛି। ହେଲେ ଏପ୍ରିଲରେ ଆସିଥିବା ଏହି ବିଲ ଦେଖିଲେ ଆପଣଙ୍କର ବି ହୋସ ଉଡ଼ିଯିବ।

author-image
Debendra Prusty

Tata Power Electricity Price Odisha