Advertisment

ଭୁବନେଶ୍ୱରରେ ଏସ୍‌ସିବି ନର୍ସିଂ ଛାତ୍ରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଅଧ୍ୟକ୍ଷାଙ୍କୁ ବହିଷ୍କାର କରିବା ଓ ସ୍କୁଲ୍‌ରୁ ସାଇନ-ଏ-ଡାଏ ଉଠାଇବା ଦାବି କରି ଆଜି ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏସ୍‌ସିବି ନର୍ସିଂ ଛାତ୍ରୀ। ସେମାନେ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କୁ ଭେଟି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ସେମାନେ ଅହୋରାତ୍ର ଧାରଣା ଦେବାକୁ ଧମକ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ସେମାନେ ଗତ ୧୯ ତାରିଖରେ ସୂଚନା ଦେଇଥିଲେ। […]

ଭୁବନେଶ୍ୱରରେ ଏସ୍‌ସିବି ନର୍ସିଂ ଛାତ୍ରୀଙ୍କ ଆନ୍ଦୋଳନ

nursing-student

Advertisment

nursing-studentଭୁବନେଶ୍ୱର: ଅଧ୍ୟକ୍ଷାଙ୍କୁ ବହିଷ୍କାର କରିବା ଓ ସ୍କୁଲ୍‌ରୁ ସାଇନ-ଏ-ଡାଏ ଉଠାଇବା ଦାବି କରି ଆଜି ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏସ୍‌ସିବି ନର୍ସିଂ ଛାତ୍ରୀ। ସେମାନେ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କୁ ଭେଟି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ସେମାନେ ଅହୋରାତ୍ର ଧାରଣା ଦେବାକୁ ଧମକ ଦେଇଛନ୍ତି।

Advertisment

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ସେମାନେ ଗତ ୧୯ ତାରିଖରେ ସୂଚନା ଦେଇଥିଲେ। ସେମାନେ କହିଥିଲେ ଯେ ଏଥର ଦାବି ପୂରଣ ନ ହେଲେ ସେମାନେ ରାଜରାସ୍ତାରେ ପାଠ ପଢ଼ିବେ ଓ ବିନା ଷ୍ଟାଇପେଣ୍ଡରେ ୱାର୍ଡ ଡ୍ୟୁଟି କରିବେ।

ନର୍ସିଂ ସ୍କୁଲର ଅଧ୍ୟକ୍ଷା ଜଣେ ଛାତ୍ରୀଙ୍କୁ ଦୁର୍ବବ୍ୟବହାର କରିବା ଅଭିଯୋଗରେ ଛାତ୍ରୀମାନେ ଆନ୍ଦୋଳନ ଚଳାଇଛନ୍ତି। ଅଧ୍ୟକ୍ଷାଙ୍କୁ ତୁରନ୍ତ ବଦଳି କରିବା ଅଥବା କାର୍ଯ୍ୟରୁ ବହିଷ୍କାର କରିବା ଏବଂ ନର୍ସିଂ ସ୍କୁଲରୁ ସାଇନେଡାଏ ଉଠାଇ ନେବା ପାଇଁ ଛାତ୍ରୀମାନେ ଦାବି କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe