Advertisment

ଭୁବନେଶ୍ୱର: ସ୍ପିଡ ଡ୍ରାଇଭିଂ ଉପରେ ଲାଗିବ ଲଗାମ

ଭୁବନେଶ୍ୱର: ସ୍ପିଡ ଡ୍ରାଇଭିଂ ଉପରେ କମିଶନରେଟ ପୋଲିସ ଲଗାମ ଲଗାଇବାକୁ ଯାଉଛି। ଏହି ବ୍ୟବସ୍ଥାକୁ କଡାକଡି କରିବାକୁ ସ୍ପିଡ ଇଣ୍ଟରସେପ୍ଟର ଆଣିବାକୁ ଯୋଜନା କରୁଛୁ। ଆରଟିଓଙ୍କ ଦ୍ୱାରା ବ୍ୟବହୃତ ସ୍ପିଡ ଇଣ୍ଟରସେପ୍ଟରକୁ ପୋଲିସ ଡିଜି ଓ ପୋଲିସ କମିଶନର ଅନୁଧ୍ୟାନ କରିଛନ୍ତି। ଶୀଘ୍ର ଦୁଇଟି ଇଣ୍ଟରସେପ୍ଟର  ଅଣାଯିବ। ୨୭ ଲକ୍ଷ ଟଙ୍କାର ଏହି ଇଣ୍ଟରସେପ୍ଟର ଦ୍ୱାରା ପ୍ରାୟ ୧ କି.ମି. ଦୂରରୁ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ିର ଗତି ନିରୂପଣ କରିହେବ। ଏହାସହ ଗାଡ଼ିରେ […]

ଅଦ୍ୟତନ ହୋଇଛି
ଭୁବନେଶ୍ୱର: ସ୍ପିଡ ଡ୍ରାଇଭିଂ ଉପରେ ଲାଗିବ ଲଗାମ

bike

Advertisment

ଭୁବନେଶ୍ୱର: ସ୍ପିଡ ଡ୍ରାଇଭିଂ ଉପରେ କମିଶନରେଟ ପୋଲିସ ଲଗାମ ଲଗାଇବାକୁ ଯାଉଛି। ଏହି ବ୍ୟବସ୍ଥାକୁ କଡାକଡି କରିବାକୁ ସ୍ପିଡ ଇଣ୍ଟରସେପ୍ଟର ଆଣିବାକୁ ଯୋଜନା କରୁଛୁ। ଆରଟିଓଙ୍କ ଦ୍ୱାରା ବ୍ୟବହୃତ ସ୍ପିଡ ଇଣ୍ଟରସେପ୍ଟରକୁ ପୋଲିସ ଡିଜି ଓ ପୋଲିସ କମିଶନର ଅନୁଧ୍ୟାନ କରିଛନ୍ତି। ଶୀଘ୍ର ଦୁଇଟି ଇଣ୍ଟରସେପ୍ଟର  ଅଣାଯିବ।

Advertisment

୨୭ ଲକ୍ଷ ଟଙ୍କାର ଏହି ଇଣ୍ଟରସେପ୍ଟର ଦ୍ୱାରା ପ୍ରାୟ ୧ କି.ମି. ଦୂରରୁ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ିର ଗତି ନିରୂପଣ କରିହେବ। ଏହାସହ ଗାଡ଼ିରେ ଥିବା କ୍ୟାମେରା ଓ ଇଲେଟ୍ରୋନିକ ବ୍ୟବସ୍ଥା ଦ୍ୱାରା ଦୃତ ବେଗରେ ଯାଉଥିବା ଗାଡ଼ି ସମ୍ପର୍କରେ ତଥ୍ୟ ପ୍ରିଣ୍ଟ ଆକାରରେ ବାହାର କରାଯାଇ ପାରିବ। ସେହି ଅନୁସାରେ ଗାଡ଼ି ଚାଳକଠାରୁ ଫାଇନ ସଂଗ୍ରହ କରାଯିବ। ରାଜ୍ୟ ଟ୍ରାନ୍ସପୋର୍ଟ ବିଭାଗ ଅଧୀନରେ ୩୨ଟି ଇଣ୍ଟରସେପ୍ଟର ଥିବା ବେଳେ କମିଶନରେଟ ପୋଲିସ ଦୁଇଟି ଇଣ୍ଟରସେପ୍ଟର ଆଣିବାକୁ ରଖିଛି। ଏହାଦ୍ୱାରା ଦୁର୍ଘଟଣାକୁ ବହୁ ସଂଖ୍ୟାରେ ନିୟନ୍ତ୍ରିତ କରାଯାଇ ପାରିବ ବୋଲି ଡିଜି କେ.ବି. ସିଂହ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe