ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ପୁଣି ଥରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ। ତା’ସହ ରାଜ୍ୟରେ ବିପର୍ଯ୍ୟସ୍ତ
ଆଇନଶୃଙ୍ଖଳା, ଚାଷୀ ଓ ମଣ୍ଡି ସମସ୍ୟା, ପୁରୀ ମାର୍କେଟ କଂପ୍ଲେକସରେ ଅଗ୍ନିକାଣ୍ଡ ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ ଦଳ।
Also Read
ଗ୍ୟାସ୍ ଦରବୃଦ୍ଧି, କେନ୍ଦ୍ର ସରକାର ୫ କିଲୋ ଚାଉଳ କାଟିବା ସହ କେନ୍ଦ୍ର ଅବହେଳାକୁ ମୁଖ୍ୟ ଅସ୍ତ୍ର କରି କାଉଣ୍ଟର କରିପାରନ୍ତି ଶାସକ ଦଳ। ଆଜି ବିଭାଗୀୟ ସ୍ଥାୟୀ କମିଟିର ରିପୋର୍ଟ ଉପସ୍ଥାପନ ହେବ। ଆସନ୍ତା ୧୩ ତାରିଖରୁ ବିଭାଗ ଗୁଡିକର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ। ମାର୍ଚ୍ଚ ୩୧ରେ ଆସିବ ବ୍ୟୟ ମଞ୍ଜୁରୀ ବିଲ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ରାଜ୍ୟର ନିଜସ୍ୱ ୧୩ଟି ଯୋଜନା କେବଳ ପ୍ରଚାରସର୍ବସ୍ୱ : ବିଜେପି
ପ୍ରଧାନମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଯୋଜନାରେ ଓଡ଼ିଶାରେ ୧୪ ଲକ୍ଷ ବାଳିକାଙ୍କର ଆର୍ôଥକ ସମୃଦ୍ଧି ପାଇଁ କେନ୍ଦ୍ର ସରକାର ସହାୟତା ଦେଉଛନ୍ତି । ତେବେ ରାଜ୍ୟ ସରକାରଙ୍କର ବିଜୁ କନ୍ୟା ରତ୍ନ ଯୋଜନା କୁଆଡ଼େ ଗଲା?
National
ସୁନାଚାଲାଣ ମାମଲାରେ ରଫାଦଫା ପାଇଁ ସ୍ୱପ୍ନାଙ୍କୁ ସରକାରଙ୍କ ୩୦ କୋଟି ଟଙ୍କା ଲାଞ୍ଚ !
ଫେସବୁକ୍ ଲାଇଭରେ ସ୍ୱପ୍ନା କହିଛନ୍ତି ଯେ, ସିପିଆଇ (ଏମ୍) ରାଜ୍ୟ ସଚିବ ଏମ.ଭି ଗୋବିନ୍ଦନ ମଧ୍ୟସ୍ତି ଭାବରେ ବିଜୟ ପିଲ୍ଲାଇ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ନିକଟକୁ ପଠାଇଥିଲେ।
Odisha
୧୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ!
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ, ଘରୋଇ ଡିଲରଙ୍କ କାର୍ଯ୍ୟକାଳ ପୁଣି ୬ମାସ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଘରୋଇ ଡିଲରମାନଙ୍କ କାର୍ଯ୍ୟକାଳ ୨୦୨୩ ମାର୍ଚ୍ଚ ୩୧ତାରିଖରେ ଶେଷ ହେଉଥିଲା ।
Bhubaneswar
୨୦୨୨ରେ ସଂଶୋଧନ ହୋଇଛି ୨ ଲକ୍ଷ ଜମିଜମା ରେକର୍ଡ : ମନ୍ତ୍ରୀ
୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ, ଏ ବର୍ଷ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ପର୍ଯ୍ୟାପ୍ତ ବ୍ୟୟ ଅଟକଳ କରାଯାଇଛି।