୩ ଜିଲ୍ଲାରେ ୨୩୧୨କୋଟିର ମେଗା ପାନୀୟ ଜଳ ପ୍ରକଳ୍ପ, ବୁର୍ଲା ଇଞ୍ଜିନିୟରିଂ ୟୁନିର୍ଭସିଟିକୁ ୨ହଜାର କୋଟି ଅନୁମୋଦନ

ଗଞ୍ଜାମ, ବଲାଙ୍ଗିର ଓ ଗଜପତି ଜିଲ୍ଲାରେ ମୋଟ ୨୩୧୨.୧୧କୋଟି ଟଙ୍କାର ୮ଟି ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

Loka Seva Bhaban PhotoOR

ଲୋକସେବା ଭବନ

Ordigital Desk
  • Published: Monday, 29 May 2023
  • Updated: 29 May 2023, 11:03 PM IST

Sports

Latest News

ଗଞ୍ଜାମ, ବଲାଙ୍ଗିର ଓ ଗଜପତି ଜିଲ୍ଲାରେ ମୋଟ ୨୩୧୨.୧୧କୋଟି ଟଙ୍କାର ୮ଟି ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ସେହିପରି ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ୟୁନିର୍ଭସିଟି ଅଫ  ଟେକ୍ନୋଲୋଜି(ଭିସୁଟ)ର ନବକଳେବର ପାଇଁ ୨ହଜାର କୋଟି ଟଙ୍କା ବ୍ୟୟବରାଦ ସମେତ ମୋଟ ୧୮ଟି ପ୍ରକଳ୍ପକୁ ଆଜି କ୍ୟାବିନେଟର ମଞ୍ଜୁରୀ ମିଳିଛି ।

ପଂଚମ ପାଳିର ୪ବର୍ଷ ପୂର୍ତ୍ତି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଗ୍ରାମାଂଚଳର ଲୋକଙ୍କୁ ପାଇପ୍ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଜଳଜୀବନ ମିଶନ ପାଣ୍ଠିରେ ଗଞ୍ଜାମ ଜିଲ୍ଲାରେ ୧୫୦୯.୯୧କୋଟି ଟଙ୍କାର ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ୱାରା ୧୨ଟି ବ୍ଲକର ୨୨୮ଟି ପଂଚାୟତର ୭୭୦ଟି ଗାଁର ପ୍ରାୟ ୯.୯୨ଲକ୍ଷ ଲୋକ ଉପକୃତ ହେବେ । ସେହିପରି ଗଜପତି ଜିଲ୍ଲାରରେ ୩୪୬ଟି ଗାଁର ୧.୩୧ଲକ୍ଷ ଲୋକଙ୍କ ସୁବିଧା ନିମନ୍ତେ ୩୭୯.୧୭କୋଟି ଟଙ୍କାର ୨ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ବଲାଙ୍ଗିର ଜିଲ୍ଲାରେ ୪୨୩କୋଟି ଟଙ୍କାର ୫ଟି ମେଗା ପାନୀୟ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏ ସମସ୍ତ ପାନୀୟ ଜଳ ପ୍ରକଳ୍ପ ଆସନ୍ତା ୨ବର୍ଷ ମଧ୍ୟରେ ଶେଷ ହେବ ଓ ରାଜ୍ୟ କ୍ୟାବିନେଟ ଆଜି ଏସବୁ ପ୍ରକଳ୍ପର ଚୂଡ଼ାନ୍ତ ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ କରିଛନ୍ତି ।

Also Read

ସେହିପରି ଫାଇଭ-ଟି କାର୍ଯ୍ୟକ୍ରମରେ ବୁର୍ଲାସ୍ଥିତ ବୈଷୟିକ ବିଶ୍ୱବିଦ୍ୟାଳୟର ନବକଳେବର ପାଇଁ ମୋଟ ୨ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଜଳକ୍ଲିଷ୍ଟ ଅଂଚଳରେ ଭୂତଳ ଜଳର ପୋଷଣୀୟ ବିନିଯୋଗ ଯୋଜନା ପାଇଁ ୨୦୨୨-୨୩ରୁ ୨୦୨୪-୨୫ ମସିହା ମଧ୍ୟରେ ୩୬୪.୪୦କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ମୋଟ ୩୩୦.୧୭କୋଟି ଟଙ୍କା ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି । କୋଣାର୍କ ଐତିହ୍ୟ ବିକାଶ ନିମନ୍ତେ କୋଣାର୍କ ମନ୍ଦରି କମ୍ପେ୍ଲକ୍ସ ନିର୍ମାଣ ପାଇଁ ମୋଟ ୨୦୯.୭୩କୋଟି ଟଙ୍କାର ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ସେହିପରି ଏକାମ୍ର କ୍ଷେତ୍ରରେ ଭିତ୍ତିଭୂମି  ବିକାଶ ପାଇଁ ୧୫୬.୨୧କୋଟି ଟଙ୍କା ଖର୍ଚ୍ଚ କରାଯାଇ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଯାତ୍ରୀଙ୍କ ସୁବିଧା ଓ ଭିତ୍ତିଭୂମିରେ ସୁଧାର ଅଣାଯିବ । ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

ସେହିପରି ଚକ ଜମିଗୁଡ଼ିକର ମାଲିକାନା ହସ୍ତାନ୍ତର ନିମନ୍ତେ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ଏହାଫଳରେ ଜମି ମାଲିକମାନଙ୍କୁ ଏଣିକି ଚକଜମି ବିକ୍ରି,କିଣା ଓ ବିଭାଜନ କରିବାର ସୁଯୋଗ ମିଳିପାରିବ ତଥା ନିଜ ନାଁରେ ରେକର୍ଡ କରିପାରିବେ । ଏହାଦ୍ୱାରା ରାଜ୍ୟ ସରକାରଙ୍କ ରାଜସ୍ୱ ମଧ୍ୟ ବୃଦ୍ଧି ପାଇବ ବୋଲି ଶ୍ରୀ ଜେନା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story