ଆଉ ୫ ବିଜେଡି ନେତ୍ରୀଙ୍କୁ ମହିଳା କମିଶନରେ ଥଇଥାନ

ପୂର୍ବରୁ ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଥଇଥାନ କରିଥିବା ରାଜ୍ୟ ସରକାର ଆଜି ୫ଜଣ ଦଳୀୟ ନେତ୍ରୀଙ୍କୁ ମହିଳା କମିଶନ ସଦସ୍ୟା ଭାବେ ନିଯୁକ୍ତି ଦେଇଥିବା ଜଣାପଡ଼ିଛି।

women commission

representational image

Ordigital Desk
  • Published: Friday, 28 April 2023
  • Updated: 28 April 2023, 10:07 PM IST

Sports

Latest News

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଉ ୫ଜଣ ବିଜେଡି ନେତ୍ରୀଙ୍କୁ ‘ରାଜ୍ୟ ମହିଳା କମିଶନ’ରେ ଥଇଥାନ କରିଛନ୍ତି । ପୂର୍ବରୁ ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଥଇଥାନ କରିଥିବା ରାଜ୍ୟ ସରକାର ଆଜି ୫ଜଣ ଦଳୀୟ ନେତ୍ରୀଙ୍କୁ ମହିଳା କମିଶନ ସଦସ୍ୟା ଭାବେ ନିଯୁକ୍ତି ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ବିଜେଡି ନେତ୍ରୀ ସ୍ୱର୍ଣ୍ଣଲତା ସାମଲ, ଝାରସୁୁଗୁଡ଼ା ଜିଲ୍ଲାର ସୁଜାତା ଦିଗଲ, ସୁନ୍ଦରଗଡ଼ ଜିଲ୍ଲାର ବିଜୟା ବରୱା, ଭୁବନେଶ୍ୱରର ସ୍ୱାଗତିକା ମହାନ୍ତି, ଜଗତସିଂହପୁର ଜିଲ୍ଲାର ବବିତା ସ୍ୱାଇଁଙ୍କୁ ରାଜ୍ୟ ମହିଳା କମିଶନ ସଦସ୍ୟା ଭାବେ ନିଯୁକ୍ତି ମିଳିଛି । ଏମାନଙ୍କ ବ୍ୟତୀତ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ବିଥିକା ସ୍ୱାଇଁଙ୍କୁ ଅଫିସିଆଲ ସଦସ୍ୟ ଭାବେ ସାମିଲ କରାଯାଇଛି।

Also Read

ସୂଚନାଯୋଗ୍ୟ, ରାଜ୍ୟ ମହିଳା କମିଶନରେ ଅଧ୍ୟକ୍ଷା ଓ ଅନ୍ୟ ୬ଜଣ ସଦସ୍ୟ ରହିବାର ପ୍ରାବଧାନ ଥିବାବେଳେ ଏହି ନିଯୁକ୍ତି ସହ କମିଶନରେ ପୂର୍ଣ୍ଣାଙ୍ଗ ନିଯୁକ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story