ଭୁବନେଶ୍ୱରରେ ୫୧କୋଟି ଟଙ୍କାର ହୋଲଡିଂ ଟିକସ ବାକି: ଖିଲାପୀ ତାଲିକାରେ ବି ସରକାରୀ ସଂସ୍ଥା

ସରକାରୀ ଅଫିସଗୁଡ଼ିକ କିଭଳି ଓ କେଉଁ କାରଣରୁ ୧୦ଲକ୍ଷ ଟଙ୍କାରୁ ଅଧିକ ପରିମାଣର ହୋଲଡିଂ ଟିକସ ବକେୟା ରଖିଛନ୍ତି ।  ସେହି ବକେୟା ପ୍ରଦାନ ଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ କାହିଁକି ଆନ୍ତରିକତା ଦେଖାଉନାହାନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

BMC PhotoOR

ବିଏମ୍‌ସି ଗେଟ୍‌

Ordigital Desk
  • Published: Tuesday, 14 March 2023
  • Updated: 14 March 2023, 09:53 PM IST

Sports

Latest News

ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅଂଚଳରେ ୨୯୩ ଜଣଙ୍କ ଉପରେ ମୋଟ ୫୦ କୋଟି ୯୩ ଲକ୍ଷ ୩ ହଜାର ୪୨୦ଟଙ୍କାର ହୋଲଡିଂ ଟିକସ ବାକି ରହିଛି। ତେବେ ୧୦ଲକ୍ଷ ଟଙ୍କାରୁ ଅଧିକ ହୋଲଡିଂ ଟିକସ ବକେୟା ମୋଟ ୬୩ଜଣଙ୍କ ଉପରେ ରହିଛି, ଯେଉଁଥିରେ ଅଧିକାଂଶ ସରକାରୀ ସଂସ୍ଥା ବୋଲି ଜଣାପଡ଼ିଛି ।

ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଆଜି ବିଧାନସଭାରେ ୨ଟି ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୧୦ଲକ୍ଷ ଟଙ୍କାରୁ ଅଧିକ ହୋଲଡିଂ ଟିକସ ବକେୟା ରଖିଥିବା ସଂସ୍ଥା ମଧ୍ୟରେ ପ୍ରାଚୀ ଡିଭିଜନ କାର୍ଯନିର୍ବାହୀ ଇଞ୍ଜିନିୟର, ରିଜିଓନାଲ କଣ୍ଟ୍ରୋଲର ଅଫ ମାଇନ୍ସ , ଆରଆଣ୍ଡବି ଡିଭିଜନ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର, ୟୁନିଟ୍‌-୮ ସେସୁ ଏକଜ୍ୟୁଟିଭ ଇଞ୍ଜିନିୟର, ସେସୁ ୱାର୍କସପ୍ , ନୟାପଲ୍ଲୀ ଦେବରାୟ କଲେଜ ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ-୨, ସିଆରପିଏଫ କ୍ୟାମ୍ପସ, ଭୀମଟାଙ୍ଗୀ ସରସ୍ୱତୀ ବିଦ୍ୟାମନ୍ଦିର, ଇଏସଆଇ ରିଜିଓନାଲ ଡାଇରେକ୍ଟର,  ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ରୁରାଲ ଡେଭଲପମେଂଟ, ପୋଖରୀପୁଟ ଡିଏଭି ସ୍କୁଲ,ଓଡିଏମ୍ ପବ୍ଲିକ ସ୍କୁଲ, ଡିଏଲଏଫ ଲିଃ, ପାୱାର ଗ୍ରୀଡ୍ କର୍ପୋରେସନ ଲିଃ, କେନ୍ଦ୍ରୀୟ ବିଦ୍ୟାଳୟ-୩, ଲୟଲା ଏଜୁକେସନ ସୋସାଇଟି, ଜିଏମ ସ୍ମଲ ଇଣ୍ଡଷ୍ଟ୍ରିଜ୍ ଡେଭଲପମେଂଟ ବ୍ୟାଙ୍କ ଅଫ ଇଣ୍ଡିଆ, ଭୁବନେଶ୍ୱର ଷ୍ଟକ ଏକ୍ସଚେଞ୍ଜ ଲିଃ, ଲକ୍ଷ୍ମୀ ଫ୍ରାଙ୍କଲିନ୍ ହସ୍ପିଟାଲିଟ, ବହୁ ରିଏଲଇଷ୍ଟେଟ୍ କମ୍ପାନୀ ସମେତ ମୋଟ ୬୩ଜଣ ବ୍ୟକ୍ତି ଓ ସଂସ୍ଥା ରହିଛନ୍ତି ଯେଉଁମାନେ କି ୧୦ଲକ୍ଷ ଟଙ୍କାରୁ ଅଧିକ ହୋଲଡିଂ ଟିକସ ବକେୟା ରଖିଛନ୍ତି । ଭୁବନେଶ୍ୱର ମହାନଗର ନିଗମରେ ୫୦କୋଟି ଟଙ୍କାରୁ ଅଧିକ ହୋଲଡିଂ ଟିକସ ବକେୟା ଥିବାବେଳେ ଏସବୁ ଆଦାୟ ନେଇ ସେମାନଙ୍କ ବିରୁଦ୍ଧରେ ଓପିଡିଆର କେସ୍ ରୁଜୁ ହୋଇଛି । ମାର୍ଚ୍ଚ ୩୧ସୁଦ୍ଧା ଏସବୁ ବକେୟା ଟିକସ ଆଦାୟ ପାଇଁ ୱାର୍ଡଗୁଡ଼ିକରେ କ୍ୟାମ୍ପ ଖୋଲାଯାଇଛି ଓ କ୍ଷେତ୍ର କର୍ମଚାରୀଙ୍କୁ ବକେୟା ଅର୍ଥ ଆଦାୟରେ ନିୟୋଜିତ କରାଯାଇଥିବା ଉଷା ଦେବୀ କହିଛନ୍ତି ।

Also Read

ସେହିପରି ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ୯୧.୫୧ ଲକ୍ଷ ଟଙ୍କା, ସମ୍ବଲପୁର ମହାନଗର ନିଗମ ଅଂଚଳରେ ୧.୫୫କୋଟି ଟଙ୍କା, କଟକ ମହାନଗର ନିଗମ ଅଂଚଳରେ ୧୬.୫୭କୋଟି ଟଙ୍କାର ହୋଲଡିଂ ଟିକସ ବକେୟା ରହିଥିବା ମନ୍ତ୍ରୀ ଉଷା ଦେବୀ ଆଜି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ଦାଶରଥୀ ଗମାଙ୍ଗଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ସରକାରୀ ଅଫିସଗୁଡ଼ିକ କିଭଳି ଓ କେଉଁ କାରଣରୁ ୧୦ଲକ୍ଷ ଟଙ୍କାରୁ ଅଧିକ ପରିମାଣର ହୋଲଡିଂ ଟିକସ ବକେୟା ରଖିଛନ୍ତି ।  ସେହି ବକେୟା ପ୍ରଦାନ ଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ କାହିଁକି ଆନ୍ତରିକତା ଦେଖାଉନାହାନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story