Advertisment

ମୁକ୍ତ ହେବେ ୮ ଆଜୀବନ ସଜା କାଟୁଥିବା କଏଦୀ, ସରକାର ଦେଲେ ଅନୁମତି

ରାଜ୍ୟସ୍ତରୀୟ ଦଣ୍ଡ ତର୍ଜମା ବୋର୍ଡର ନିଷ୍ପତ୍ତି ଅନୁସାରେ ଏମାନେ ମୁକୁଳିବେ।

ଅଦ୍ୟତନ ହୋଇଛି
prisoners

prisoners

Advertisment

ରାଜ୍ୟର ବିଭିନ୍ନ ଜେଲରୁ ମୁକ୍ତ ହେବେ ୮ ଆଜୀବନ ସଜାପ୍ରାପ୍ତ କଏଦୀ। ରାଜ୍ୟସ୍ତରୀୟ ଦଣ୍ଡ ତର୍ଜମା ବୋର୍ଡର ନିଷ୍ପତ୍ତି ଅନୁସାରେ ଏମାନେ ମୁକୁଳିବେ। ଏହି କଏଦୀ ମାନେ ୧୪ ବର୍ଷରୁ ଅଧିକ ସମୟ ଧରି ସଜା କାଟି ସାରିଲେଣି।

Advertisment

ସଜା କାଟୁଥିବା କଏଦୀମାନଙ୍କୁ ମଧ୍ୟରୁ ଜେଲରୁ ମୁକ୍ତ କରିବା ପାଇଁ ଓଡିଶା ଷ୍ଟେଟ ସେଂଟେନ୍ସ ରେଭିନ୍ୟୁ ବୋର୍ଡ ୧୧ ଜଣ କଏଦୀଙ୍କ ନାଁ ରେକମେଣ୍ଡ କରିଥିଲା। ରାଜ୍ୟ ସରକାର ଏନେଇ ରିଭିଉ କରିବା ପରେ ୮ କଏଦୀଙ୍କୁ ମୁକ୍ତ କରିବା ପାଇଁ ଅନୁମତି ଦେଇଛନ୍ତି।

ମୁକ୍ତ ହେବାକୁ ଥିବା କଏଦୀଙ୍କ ଭିତରେ ବଲାଙ୍ଗୀର ଜେଲରୁ ୩ ଜଣ, ରାଉରକେଲା ସ୍ପେଶାଲ ଜେଲରୁ ଜଣେ, ଜାମୁଝରି ମୁକ୍ତାକାଶ ଜେଲରୁ ୨ ଜଣ ଓ କୋରାପୁଟ ସର୍କଲ ଜେଲରୁ ୨ ଜଣ କଏଦୀ ରହିଛନ୍ତି।

Advertisment
Prisoners Odisha Government Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe