Advertisment

ଦୁର୍ଦ୍ଦାନ୍ତ ଅପରାଧୀ ଚକ୍ରଧରକୁ ତଡିପାର କଲା କମିଶନରେଟ୍‌ ପୁଲିସ୍‌

ଚକ୍ରଧର ଜଣେ ଅଭ୍ୟାସଗତ ଓ ପେଷାଦାର ନିଶା ବେପାରୀ। ୨୦୧୯ ରୁ ୨୦୨୨ ମସିହା ମଧ୍ୟରେ ତା’ ନାଁରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ୩ଟି ନିଶା କାରବାର ଜନିତ ମାମଲା ରୁଜୁ କରାଯାଇଛି।

BBSR

BBSR

Advertisment

ରାଜଧାନୀର ଦୁର୍ଦ୍ଦାନ୍ତ ଅପରାଧୀ ଚକ୍ରଧର ସାହୁ ତଡ଼ିପାର। ଚନ୍ଦ୍ରଶେଖରପୁର ଥାନା ଭୋଇସାହିର ଅପରାଧୀ ଚକ୍ରଧରକୁ କମିଶନରେଟ୍‌ ପୁଲିସ ପକ୍ଷରୁ ୬ ମାସ ପାଇଁ ତଡ଼ିପାର ନୋଟିସ୍‌ କରିଛି। ଭୁବନେଶ୍ୱର କମିଶନେରେଟ୍‌ ପୁଲିସ ପକ୍ଷରୁ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ-୨୦୦୩ ଧରା-୪୬(କ)(ଖ) ଏବଂ ଓଡ଼ିଶା ଆକ୍ଟ ୮/୨୦୦୭ ଅନୁସାରେ ଏହି ନିର୍ଦ୍ଦେଶା ଜାରି କରାଯାଇଛି। ଏହି ଆଦେଶ ଇନ୍‌ଫୋସିଟି ଥାନା ଅଞ୍ଚଳ ଓ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ପାଇଁ ବଳବତ୍ତର ରହିବ।

Advertisment

ଚକ୍ରଧର ଜଣେ ଅଭ୍ୟାସଗତ ଓ ପେଷାଦାର ନିଶା ବେପାରୀ। ୨୦୧୯ ରୁ ୨୦୨୨ ମସିହା ମଧ୍ୟରେ ତା’ ନାଁରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ୩ଟି ନିଶା କାରବାର ଜନିତ ମାମଲା ରୁଜୁ କରାଯାଇଛି।

Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe