କପିଳେଶ୍ୱର ମନ୍ଦିରର ସୁରକ୍ଷା ଦାୟିତ୍ୱ ପ୍ରତ୍ନତତ୍ତ୍ୱ ବିଭାଗ ନେଉ: ଅପରାଜିତା

ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ପ୍ରାଚୀନ କପିଳେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ନେଉ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦାବି କରିଛନ୍ତି ।

 Aparajita Sarangi meet G Kishan Reddy PhotoOR

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିକାଶ ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ

Ordigital Desk
  • Published: Tuesday, 04 April 2023
  • Updated: 04 April 2023, 10:03 PM IST

Sports

Latest News

ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ପ୍ରାଚୀନ କପିଳେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ନେଉ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦାବି କରିଛନ୍ତି । ସେ  ନୂଆଦିଲ୍ଲୀରେ ଏନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିକାଶ ମନ୍ତ୍ରୀ ଜି.କିଷାନ ରେଡ୍ଡୀ ଓ ବରିଷ୍ଠ ଅଧିକାରୀଙ୍କୁ ଭେଟି ଲିଖିତ ଦାବିପତ୍ର ଦେବା ସହ ପ୍ରାଚୀନ କପିଳେଶ୍ୱର ମନ୍ଦିର କାହିଁକି ଏଏସଆଇ ସଂରକ୍ଷଣରେ ରହିବା ଆବଶ୍ୟକ ତା’ହା ବୁଝାଇଛନ୍ତି । ସେବାୟତ ଓ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଏହି ମନ୍ଦିରର ଦାୟିତ୍ୱ ଏଏସଆଇ ନେଉ ବୋଲି ଦାବି କରିଥିବା ଶ୍ରୀମତୀ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଶ୍ରୀମତୀ ଷଡ଼ଙ୍ଗୀ ଆଜି ନିଜ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇ କହିଛନ୍ତି ଯେ, ଏବେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ଏହି ପ୍ରତ୍ୟକ୍ଷ ଶୈବ ମନ୍ଦିରର ପରିଚାଳନା କରାଯାଉଛି । ମନ୍ଦିର ପରିସରରେ ମଣିକର୍ଣ୍ଣିକା ପୋଖରୀ ସହ ୩୩ଟି ଅନ୍ୟ ପୁରାତନ ସ୍ମାରକ ରହିଛି । ମନ୍ଦିରକୁ ଏଏସଆଇକୁ ହସ୍ତାନ୍ତର ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ ସବୁ ପ୍ରକାରର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ନେଇ ଶ୍ରୀମତୀ ଷଡ଼ଙ୍ଗୀ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

Also Read

ପୁରାଣ ଅନୁସାରେ, ଋଷି କପିଳଙ୍କ ଜନ୍ମସ୍ଥାନ ଭାବେ ପରିଚିତ ଏହି ସ୍ଥାନ ।  ସେ ଶାଙ୍ଖ୍ୟ ଦର୍ଶନର ଜନକ ଭାବେ ପରିଚିତ । ତାଙ୍କୁ ମଧ୍ୟ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ମାନସ ସନ୍ତାନ ବୋଲି କୁହାଯାଏ । ତେଣୁ ଏହି ପୀଠର ଦେବତାଙ୍କୁ କପିଳେଶ୍ୱର ବୋଲି କୁହାଯାଉଥିବା ନେଇ ଲୋକକଥା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story