ଭୁବନେଶ୍ୱରରୁ ଜାମସେଦପୁରକୁ ଉଡିଲା ବିମାନ

ଉଡ଼ାଣ ସ୍କିମ୍‌ରେ ଇଣ୍ଡିଆ ଓ୍ୱାନ୍ ଏୟାର ପକ୍ଷରୁ ଆଜି ସକାଳ ସାଢ଼େ ୭ଟାରେ ପ୍ରଥମ ବିମାନ ଉଡ଼ିଛି । ମାତ୍ର ଆଗକୁ ପ୍ରତିଦିନ ଏହା ଭୁବନେଶ୍ୱରରୁ ସକାଳ ସାଢ଼େ ୬ଟାରେ ବାହାରି ଜାମସେଦପୁରରେ ୭ଟା ୫୦ରେ ପହଞ୍ଚିବ ।

Airport PhotoOR

ଭୁବନେଶ୍ୱର ବିମାନ ବନ୍ଦରକୁ ସଜା ଯାଇଛି।

Niharika Rout
  • Published: Tuesday, 31 January 2023
  • Updated: 31 January 2023, 11:13 AM IST

Sports

Latest News

ଭୁବନେଶ୍ୱରରୁ ଜାମସେଦପୁରକୁ ଉଡିଲା ବିମାନ । ଉଡ଼ାଣ ସ୍କିମ୍‌ରେ ଇଣ୍ଡିଆ ଓ୍ୱାନ୍ ଏୟାର ପକ୍ଷରୁ ଆଜି ସକାଳ ସାଢ଼େ ୭ଟାରେ ପ୍ରଥମ ବିମାନ ଉଡ଼ିଛି । ଖୁବ୍‌ ଶୀଘ୍ର ୨ଟି ମାର୍ଗକୁ ଯୋଗ କରି ଭୁବନେଶ୍ୱରରୁ ଜାମସେଦପୁର ଓ ଅନ୍ୟଟି ଜାମସେଦପୁରରୁ କୋଲକାତା ଏହି ବିମାନ ଉଡ଼ିବ ।

 ବର୍ତ୍ତମାନ ଭୁବନେଶ୍ୱର-ଜାମସେଦପୁର-କୋଲକାତା ପାଇଁ ବୁକିଂ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନ ବିମାନ ଭୁବନେଶ୍ୱରରୁ ସକାଳ ସାଢ଼େ ୭ଟାରେ ବାହାରିଥିଲା । ମାତ୍ର ଆଗକୁ ପ୍ରତିଦିନ ଏହା ଭୁବନେଶ୍ୱରରୁ ସକାଳ ସାଢ଼େ ୬ଟାରେ ବାହାରି ଜାମସେଦପୁରରେ ୭ଟା ୫୦ରେ ପହଞ୍ଚିବ ।

Also Read

 ଜାମସେଦପୁରରୁ ୮ଟା ୧୫ରେ ଛାଡ଼ି କୋଲକାତାରେ ୯ଟା ୨୦ରେ ପହଞ୍ଚିବ । ସେହିପରି କୋଲକାତାରୁ ୧୦ଟା ୧୦ରେ ବାହାରି ଜାମସେଦପୁରରେ ୧୧ଟା ୧୫ ଓ ଜାମସେଦପୁରରୁ ଅପରାହ୍ନ ୧୨ଟା ୧୫ରେ ବାହାରି ଭୁବନେଶ୍ୱରରେ ଅପରାହ୍ନ ୨ଟା ୫ରେ ପହଞ୍ଚିବ ।

ଭୁବନେଶ୍ୱରରୁ ଜାମସେଦପୁରକୁ ୧ ଘଣ୍ଟା ୨୦ ମିନିଟ ଲାଗୁଥିବା ବେଳେ ଜାମସେଦପୁରରୁ କୋଲକତା ୧ ଘଣ୍ଟା ୫ ମିନିଟ ଲାଗିବ ବୋଲି ଇଣ୍ଡିଆ ଓ୍ୱାନ ଏୟାର ପକ୍ଷରୁ ସୂଚନା ମିଳିଛି।

ଏ ନେଇ ଏୟାରପୋର୍ଟର ଜଣେ ଅଧିକାରୀ କହିଛନ୍ତି, କିଛି ମାସ ପୂର୍ବେ ଜୟପୁର-ବିଶାଖାପାଟଣାମ୍‌ ରୁଟ୍‌ ଲଞ୍ଚ ହୋଇଥିଲା। ଏବେ ଭୁବନେଶ୍ୱର-ଜେମସେଦପୁର-କୋଲକତା ରୁଟ୍‌ ଲଞ୍ଚ ହୋଇଛି। କିଛି ଦିନ ପରେ ଏହା କୁଚ୍‌ ବିହାର ପର୍ଯ୍ୟନ୍ତ ଉଡ଼ିବ । ସେହିପରି ଖୁବ୍‌ କମ୍‌ ଦିନରେ ଭୁବନେଶ୍ୱର- ଉତକେଲା-ରାୟପୁର ରୁଟ୍‌ ବି ଲଞ୍ଚ କରିବ ବୋଲି ଅଧିକାରୀଜଣକ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story