/odisha-reporter/media/post_attachments/uploadimage/library/16_9/16_9_0/IMAGE_1680791363.jpg)
Metro train
ଭୁବନେଶ୍ୱର-କଟକ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସର୍ଭେ ସରିଛି। ବର୍ତ୍ତମାନ ଡିପିଆର୍ ପ୍ରସ୍ତୁତ ଚାଲିଛି। ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାର ଡିପିଆର ପ୍ରସ୍ତୁତ କରୁଛି। ଆସନ୍ତା ଜୁନରେ ମେଟ୍ରୋ ଟ୍ରେନ ପାଇଁ ହୋଇପାରେ ଭିତ୍ତିପ୍ରସ୍ତର ସ୍ଥାପନ। ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Advertisment
ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ କହିଛନ୍ତି, କେଉଁ ରୁଟରେ ଯିବ ମେଟ୍ରୋ ତାହା ଚିହ୍ନଟ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ କଟକ ମଧ୍ୟରେ ମେଟ୍ରୋ ଚଳାଚଳ କରିବ। ପରବର୍ତ୍ତୀ ସମୟରେ ଜଟଣୀ ଓ ପୁରୀକୁ ମେଟ୍ରୋ ଟ୍ରେନ ଗଡିବା ନେଇ ଯୋଜନା କରାଯାଉଥିବା ନଗର ଉନ୍ନୟନ ସଚିବ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
