‘ବନ୍ଦେ ଉତ୍କଳ ଜନନୀ’କୁ ମିଳୁନି ଉଚିତ୍ ସମ୍ମାନ: ସବୁ ଜିଲ୍ଲାପାଳ-ଏସପିଙ୍କୁ ତାଗିଦ୍ କଲେ ସରକାର 

ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ସ୍ୱର, ଶୈଳୀ ଓ ଅବଧିକୁ ଅନେକ ସ୍ଥାନରେ ଉଲ୍ଲଘଂନ ହେଉଛି ।

Utkal Janani PhotoOR

representational image

Ordigital Desk
  • Published: Saturday, 25 March 2023
  • Updated: 25 March 2023, 10:27 PM IST

ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଥିବା ‘ବନ୍ଦେ ଉତ୍କଳ ଜନନୀ’କୁ ମନଇଚ୍ଛା ଗାଇ ଏହାର ଅସମ୍ମାନ କରାଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ସ୍ୱର, ଶୈଳୀ ଓ ଅବଧିକୁ ଅନେକ ସ୍ଥାନରେ ଉଲ୍ଲଘଂନ ହେଉଛି । ଏପ୍ରିଲ୧ରେ ଉତ୍କଳ ଦିବସ ପାଳନ ପୂର୍ବରୁ ରାଜ୍ୟ ସଂସ୍କୃତି ବିଭାଗ ଏନେଇ ଚିନ୍ତା ବ୍ୟକ୍ତ କରିବା ସହ ଏହି ରାଜ୍ୟ ସଙ୍ଗୀତ ଗାୟନବେଳେ ସରକାରଙ୍କ ନିର୍ଦ୍ଦେଶନାମାକୁ ଅନୁସରଣ ଓ ଅନୁପାଳନ କରିବା ବାଧ୍ୟତାମୂଳକ ବୋଲି ସମସ୍ତ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ଚିଠି ଲେଖି ଅବଗତ କରିଛି ।

ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ମାର୍ଚ୍ଚ ୨୪ତାରିଖରେ ସମସ୍ତ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ଚିଠି ଲେଖି ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ସଠିକ୍ ଭାବେ ପରିବେଷଣ ନିମିତ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଶ୍ରୀ ସାହୁ କହିଛନ୍ତି ଯେ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଓ ପରେ ୨୦୨୦ ଜୁନ୍ ୭ତାରିଖରେ ମନ୍ତ୍ରିମଣ୍ଡଳ ଦ୍ୱାରା ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯାଇଛି । ଏହି ଆଧାରରେ ୨୦୨୦ ଜୁନ୍ ୭ତାରିଖରେ ଓଡ଼ିଶା ଗେଜେଟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Also Read

ଉକ୍ତ ବିଜ୍ଞପ୍ତି ଅନୁସାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଗାୟନର ଅନୁମୋଦିତ ସ୍ୱର, ଶୈଳୀ ଓ ଅବଧିକୁ ଅନୁସରଣ କରି ପରିବେଷଣ କରିବା ଉଚିତ୍ । କିନ୍ତୁ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କ ଦ୍ୱାରା ଏହି ସଙ୍ଗୀତ ସଠିକ୍ ଭାବେ ପରିବେଷଣ ହେଉନାହିଁ ବୋଲି ଏହି ବିଭାଗର ଦୃଷ୍ଟିକୁ ଆସିଛି । ଏହି ପରିପ୍ରେକ୍ଷୀରେ ଉପରୋକ୍ତ ବିଜ୍ଞପ୍ତି ଅନୁସାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଗାୟନର ଅନୁମୋଦିତ ସ୍ୱର, ଶୈଳୀ ଓ ଅବଧିକୁ ଜିଲ୍ଲାସ୍ତରର ସବୁ ଅନୁଷ୍ଠାନ,ବ୍ୟକ୍ତିବିଶେଷ ରାଜ୍ୟ ସଙ୍ଗୀତ ଗାୟନବେଳେ ଅନୁସରଣ ଓ ଅନୁପାନଳ କରିବା ପାଇଁ ବାଧ୍ୟତାମୂଳକ ହେବେ । ଏହାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ନିମନ୍ତେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ତଥା ଅଧିକାରୀ ଓ କର୍ମଚାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ ପୂର୍ବରୁ ରାଜ୍ୟ ସରକାରଙ୍କ ଏଭଳି ନିର୍ଦ୍ଦେଶନାମାକୁ ବିଭିନ୍ନ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story