ଆଜି ପବିତ୍ର ଇଦ୍ ଉଲ୍ ଫିତର୍। ଇସଲାମ ଧର୍ମାବଲମ୍ବୀଙ୍କର ସବୁଠୁ ବଡ଼ ପର୍ବ। ଏଥିପାଇଁ ସାରା ଦେଶରେ ଉତ୍ସବମୁଖର ପରିବେଶ। ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ ସମେତ ଓଡ଼ିଶାରେ ବି ପାଳନ ହେଉଛି ଇଦ୍।
ଗତକାଲି ଶେଷ ରୋଜା ପରେ ଆଜି ପାଳନ ହେଉଛି ଇଦ୍। ଆଜି ଖାଇ ପିଇ ନମାଜ ପାଠ କରି ଦାନ ଧର୍ମ କରି ଇଦ୍ ପାଳନ କରାଯାଉଛି। ବଡ଼ ବଡ଼ ମସଜିଦରେ ସମୂହ ନମାଜ ପାଠ କରାଯିବ।
Also Read
ଇଦ୍ ପାଳନ ନେଇ କଟକ, ଭଦ୍ରକ ସମେତ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରଯାଇଛିା ମସଜିଦ ଓ ଆଖପାଖ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ କରାଯାଇଛିା
ଇଦ୍ ପାଳନ ପାଇଁ ସମ୍ବଲପୁରରେ କଡ଼ା ସୁରକ୍ଷା କରାଯାଇଛି। କିନ୍ତୁ ସହରରେ କର୍ଫ୍ୟୁ ଲାଗିଥିବାରୁ ଇଦଗା ପଡ଼ିଆରେ ସମୂହ ନମାଜ ପାଠକୁ ଅନୁମତି ଦିଆଯାଇନି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bhubaneswar
ସମ୍ବଲପୁର ହିଂସା: ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି
ସମ୍ବଲପୁରରେ ଆଇନଶୃଙ୍ଖଳା ଓ ସାମ୍ପ୍ରଦାୟିକ ଦଙ୍ଗାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ବିଜେପି ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ।
Bhubaneswar
ଶ୍ରୀମନ୍ଦିରର ଫାଇଲ୍ ମିଳିଲା, ସୁରକ୍ଷିତ ଅଛି : ଆଇନ ବିଭାଗ ଦେଲା ସ୍ପଷ୍ଟୀକରଣ
ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂକ୍ରାନ୍ତ ୨ଟି ଫାଇଲ୍ ହଜିବା ଘଟଣାରେ ଆଜି ରାଜ୍ୟ ଆଇନ ବିଭାଗ ସ୍ପଷ୍ଟୀକରଣ ଦେଇଛି ।
Ganjam
ଋଷିକୂଲ୍ୟା ବେଳାଭୂମି କଇଁଛମୟ
ଦୀର୍ଘ ୪୫ ଦିନ ଧରି ବେଳାଭୂମି ଭିତରେ ପୋତି ହୋଇ ରହିବା ପରେ ସେମାନେ ଅଣ୍ଡାରୁ ଫୁଟି ବାହାରିଛନ୍ତି।
Odisha
ଆଭା ପଞ୍ଜିକରଣରେ ଭୁବନେଶ୍ୱର ଏମ୍ସ ଦେଶରେ ୧ ନମ୍ବର
ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ, ମେଡିକାଲ ଅଧିକ୍ଷକ ଡା. ଦିଲୀପ କୁମାର ପରିଡ଼ା ଓ ଆଇଟି ସେଲ୍ ଅଧ୍ୟକ୍ଷ ଡା ମନୋଜ କୁମାର ମହାନ୍ତିଙ୍କ ନେତୃତ୍ୱରେ ଭୁବନେଶ୍ୱର ଏମ୍ସ ଏହି ଉପଲବ୍ଧି ହାସଲ କରିବାକୁ ସକ୍ଷମ ହୋଇଛି।