Advertisment

ଆଜି ପବିତ୍ର ଇଦ୍ ଉଲ୍ ଫିତର

ଇଦ୍ ପାଳନ ନେଇ କଟକ, ଭଦ୍ରକ ସମେତ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରଯାଇଛିା ମ

ଅଦ୍ୟତନ ହୋଇଛି
Masid

Masid

Advertisment

ଆଜି ପବିତ୍ର  ଇଦ୍‌ ଉଲ୍ ଫିତର୍। ଇସଲାମ ଧର୍ମାବଲମ୍ବୀଙ୍କର ସବୁଠୁ ବଡ଼ ପର୍ବ। ଏଥିପାଇଁ ସାରା ଦେଶରେ ଉତ୍ସବମୁଖର ପରିବେଶ। ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ ସମେତ ଓଡ଼ିଶାରେ ବି ପାଳନ ହେଉଛି ଇଦ୍। 

Advertisment

ଗତକାଲି ଶେଷ ରୋଜା ପରେ ଆଜି ପାଳନ ହେଉଛି ଇଦ୍‌।  ଆଜି ଖାଇ ପିଇ ନମାଜ ପାଠ କରି ଦାନ ଧର୍ମ କରି ଇଦ୍ ପାଳନ କରାଯାଉଛି। ବଡ଼ ବଡ଼ ମସଜିଦରେ ସମୂହ ନମାଜ ପାଠ କରାଯିବ।

ଇଦ୍ ପାଳନ ନେଇ କଟକ, ଭଦ୍ରକ ସମେତ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରଯାଇଛିା ମସଜିଦ ଓ ଆଖପାଖ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ କରାଯାଇଛିା

Advertisment

ଇଦ୍ ପାଳନ ପାଇଁ ସମ୍ବଲପୁରରେ କଡ଼ା ସୁରକ୍ଷା କରାଯାଇଛି। କିନ୍ତୁ ସହରରେ କର୍ଫ୍ୟୁ ଲାଗିଥିବାରୁ ଇଦଗା ପଡ଼ିଆରେ ସମୂହ ନମାଜ ପାଠକୁ ଅନୁମତି ଦିଆଯାଇନି । 

Bhubaneswar Eid Ul-Fitr
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe