ବିଧାନସଭାରେ ଜୟନାରାୟଣଙ୍କ ପ୍ରଶ୍ନ; 5T ଏକ ବିଭାଗ କି? ଏହାର ଅଫିସ କେଉଁଠି?

5T ଏକ ନିର୍ଦ୍ଦିଷ୍ଟ ବିଭାଗ ନ ହୋଇପାରେ। ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଚିନ୍ତାଧାରା। ଏହା ମହାମନ୍ତ୍ର ଭଳି କାମ କରୁଛି।

 JayNarayana PhotoOR

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

Tapaswini Nayak
  • Published: Monday, 13 March 2023
  • Updated: 13 March 2023, 02:09 PM IST

Sports

Latest News

5T ଟା କ’ଣ ବୁଝା ପଡୁନି । ଏହା କ’ଣ ଏକ ବିଭାଗ ? ଯଦି ଏହା ଏକ ବିଭାଗ, ତେବେ ଏହାର ଅଫିସ କେଉଁଠି ଅଛି? ସୋମବାର ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏହି ପ୍ରଶ୍ନ କରିଥିଲେ।

ସେ କହିଥିଲେ, 5Tର ଅଫିସ ରାଜୀବ ଭବନରେ ଅଛି ନା ଲୋକସେବା ଭବନରେ ଅଛି ନା ଖାରବେଳ ଭବନରେ ରହିଛି? ଏଥିପାଇଁ ଏକ ବିଭାଗ ସୃଷ୍ଟି ହୋଇଛି କି ? ତାହାହେଲେ ଏହାର ଅନ୍ୟ କର୍ମଚାରୀ ମାନେ କିଏ ? ଅନ୍ୟ ବିଭାଗର କ୍ଷମତା ସଙ୍କୁଚିତ କରିବା ପାଇଁ ଏହି ବିଭାଗ କରାଯାଇଛି କି ? ଯଦି ଏହା ଏକ ବିଭାଗ, ତାହାହେଲେ ବିଧାନସଭାରେ କାହିଁକି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହେଉନି? ଯଦି ଏହା ଏକ ବିଭାଗ, ତାହାହେଲେ ତାର କାର୍ଯ୍ୟକ୍ରମ ସମ୍ପର୍କରେ ଆମେ ବିଧାନସଭାରେ ପ୍ରଶ୍ନ କରିବାକୁ ଚାହୁଁଚୁ ? ସେ ନେଇ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଜୟନାରାୟଣ କହିଥିଲେ।

Also Read

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶୂନ୍ୟକାଳରେ ଉଠାଇ ଥିବା ଏହି ପ୍ରସଙ୍ଗରେ ଜବାବ ରଖିଛି ଶାସକ ଦଳ। ସରକାରୀ ଦଳ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ହାସ୍ୟାସ୍ପଦ। 5T ଏକ ନିର୍ଦ୍ଦିଷ୍ଟ ବିଭାଗ ନ ହୋଇପାରେ। ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଚିନ୍ତାଧାରା। ଏହା ମହାମନ୍ତ୍ର ଭଳି କାମ କରୁଛି।

ସେ କହିଛନ୍ତି, ତଳ ସ୍ତରରେ ବିଭିନ୍ନ ଅନିୟମିତତା ଓ ବିଭିନ୍ନ ସମସ୍ୟା ହେଉଛି। ତାକୁ ଲୋକେ ଭିଜିଲାନ୍ସକୁ ଦେବାକୁ ପୂର୍ବରୁ କହୁଥିବା ବେଳେ ଏବେ 5T କୁ ଦେବାକୁ କହୁଛନ୍ତି। 5T କୁ ଜଣେଇଲେ ଅନେକ ସମସ୍ୟାର ସମାଧାନ ହେଉଛି। ବିରୋଧୀ ଦଳ ବି 5T ସଚିବ ବୋଲି ସମ୍ବୋଧନ କରୁଛନ୍ତି । ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ 5T ବ୍ୟବସ୍ଥା ଏକ ଚିନ୍ତାଧାରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story