ଝାରସୁଗୁଡ଼ା ଉପନିର୍ବାଚନ: ୭୯.୨୧% ଭୋଟ୍ , ସକାଳ ୮ଟାରୁ ଗଣତି

ଆସନ୍ତା ୧୩ତାରିଖ ଶନିବାର  ସକାଳ ୮ଟାରେ ପୋଷ୍ଟାଲ ବାଲାଟ୍ ଗଣତି କାର୍ଯ୍ୟ ହେବ ଓ ପରେ ସାଢ଼େ ୮ଟାରୁ ଇଭିଏମ୍ ମେସିନ୍ ଭୋଟ୍ ଗଣତି କାର୍ଯ୍ୟ ଆରମ୍ଭ ବୋଲି ଜଣାପଡ଼ିଛି ।

Jharsuguda bypoll PhotoOR

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ

Ordigital Desk
  • Published: Thursday, 11 May 2023
  • Updated: 11 May 2023, 10:29 PM IST

Sports

Latest News

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ମତଦାନ ହାର ମୋଟ ୭୯.୨୧ ପ୍ରତିଶତ ରହିଛି । ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହି ମତଦାନ ହାର ଅଧିକ ରହିଛି । ଆସନ୍ତା ୧୩ତାରିଖ ଶନିବାର  ସକାଳ ୮ଟାରେ ପୋଷ୍ଟାଲ ବାଲାଟ୍ ଗଣତି କାର୍ଯ୍ୟ ହେବ ଓ ପରେ ସାଢ଼େ ୮ଟାରୁ ଇଭିଏମ୍ ମେସିନ୍ ଭୋଟ୍ ଗଣତି କାର୍ଯ୍ୟ ଆରମ୍ଭ ବୋଲି ଜଣାପଡ଼ିଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଆସନ୍ତା ୧୩ତାରିଖରେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ୍ ଓ ପରେ ସାଢ଼ ୮ଟାରେ ଇଭିଏମ୍ ଗଣତି ଆରମ୍ଭ ହେବ । ଭୋଟଗଣତି ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇଛି । ଭୋଟଗଣତି କେନ୍ଦ୍ରର ଚାରିପାଶ୍ୱର୍ରେ ଭୋଟଗଣତି ଦିନ ସମ୍ଭାବ୍ୟ ଜନଗହଳି ହେବାର ସମ୍ଭାବନା ଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୁଲିସ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟଗଣତି ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

Also Read

ସୂଚନାଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ପାଇଁ ଉପନିର୍ବାଚନରେ ମୋଟ ୭୯.୨୧ ପ୍ରତିଶତ ଭୋଟ୍ ପଡ଼ିଥିବାବେଳେ ୨୦୧୯ ସାଧାରଣ ନିର୍ବାଚନରେ ଏହି ହାର ୭୮.୯୨ ପ୍ରତିଶତ ଥିଲା । ସମସ୍ତ ଇଭିଏମ୍ ମେସିନକୁ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story