‘ଜ୍ୱିଗାଟୋ’ ଫିଲ୍ମ ଉପରୁ ଏଣ୍ଟରଟେନମେଂଟ ଟ୍ୟାକ୍ସ ଛାଡ଼ କଲା ଓଡ଼ିଶା

ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ଆଜି ରାଜ୍ୟ ସରକାର ଏଣ୍ଟରଟେନମେଂଟ ଟ୍ୟାକ୍ସ ଛାଡ଼ କରିଛନ୍ତି ।

Film Zwigato PhotoOR

ଜ୍ୱିଗାଟୋ’ ଫିଲ୍ମ

Ordigital Desk
  • Published: Wednesday, 22 March 2023
  • Updated: 22 March 2023, 10:36 PM IST

Sports

Latest News

ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ଆଜି ରାଜ୍ୟ ସରକାର ଏଣ୍ଟରଟେନମେଂଟ ଟ୍ୟାକ୍ସ ଛାଡ଼ କରିଛନ୍ତି । ନବୀନ ନିବାସରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଜ୍ୱିଗାଟୋ’ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂରେ ସାମିଲ ହୋଇଥିଲେ । ଫିଲ୍ମକୁ ଦେଖିବା ପରେ ମୁଖ୍ୟମନ୍ତ୍ରୀ ଏହାର ପ୍ରଶଂସା କରିବା ସହ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ଏଣ୍ଟରଟେନମେଂଟ ଟ୍ୟାକ୍ସ(ପ୍ରମୋଦ କର) ଛାଡ଼ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ଅନୁମୋଦନ କରିଛନ୍ତି ।

ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମା ଓ ସାହାନା ଗୋସ୍ୱାମୀଙ୍କ ଅଭିନୀତ ‘ଜ୍ୱିଗାଟୋ’ ହିନ୍ଦି ଭାଷାରେ ଫିଲ୍ମଟିର ସମ୍ପୂର୍ଣ୍ଣ ସୁଟିଂ ଭୁବନେଶ୍ୱରରେ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କୁ ଉଚ୍ଚପ୍ରଶଂସା କରିଥିଲେ । ଓଡ଼ିଶାରେ ଯେପରି ଏହି ଫିଲ୍ମ ଅଧିକରୁ ଅଧିକ ବ୍ୟବସାୟିକ କରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହାଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story